ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ଦିନ ୧'ଟା ପର୍ଯ୍ୟନ୍ତ ୪୪.୮୦% ମତଦାନ
Jammu and Kashmir Assembly Election: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଦିନ 1 ଟା ପର୍ଯ୍ୟନ୍ତ 44.08% ମତଦାନ ହୋଇଥିବା ନେଇ ରେକର୍ଡ କରାଯାଇଛି । ବାନ୍ଦିପୁର -42.67% ବାରାମୁଲ୍ଲା-36.60% ଜମ୍ମୁ -43.36% କାଠୁଆ-50.09% କୁପୱାରା-42.08% ସାମ୍ବା -49.73% ଉଦାମପୁର -51.66% ମତଦାନ ହୋଇଛି ।
44.08% voter turnout recorded till 1 pm in the third and final phase of the Jammu and Kashmir Assembly elections.
Bandipore-42.67%
— ANI (@ANI) October 1, 2024
Baramulla-36.60%
Jammu-43.36%
Kathua- 50.09%
Kupwara-42.08%
Samba-49.73%
Udhampur-51.66% pic.twitter.com/08D6WPCf9g
ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିିଛି । ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଲକ୍ଷ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ପର୍ଯ୍ୟାୟରେ ଆଜି ୭ଟି ଜିଲ୍ଲାର ୪୦ଟି ବିଧାନସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଚାଲିଛି ।













Click it and Unblock the Notifications