Jammu and Kashmir Assembly Election Phase 1: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୫୮.୮୫% ଭୋଟ ହେଲା ମତଦାନ
Jammu Kashmir Polls 2024: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୫୮.୮୫% ଭୋଟ ହେଲା ମତଦାନ । ଭୋଟ ଦେଇଛି ଜାମ୍ମୁ କାଶ୍ମୀର। ୨୦୧୪ ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଉଛି । ସମୁଦାୟ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ୨୪ ଟି ଆସନ ପାଇଁ ଭୋଟ୍ ପଡିଛି । ଏଥିରେ ଭୋଟରମାନେ କାଶ୍ମୀର ଉପତ୍ୟକାରେ ୧୬ ଟି ଏବଂ ଜାମ୍ମୁ ବିଭାଗରେ ଆଠଟି ଆସନ ପାଇଁ ଭୋଟ୍ ଦେବେ ।

ସୂଚନାଅନୁସାରେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଘାଟିରେ ୨୧୯ ପ୍ରାର୍ଥୀ, ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମାରେ ୪୫, ଡୋଡାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨, ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢିଥିଲେ । ନିର୍ବାଚନ ପାଇଁ ଜମ୍ମୁ କାଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି କଶ୍ମୀରରେ ପ୍ରାୟ ୩୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଥିଲେ ।
ଜମ୍ମୁ କାଶ୍ମୀରରେ ଏଥର କଂଗ୍ରେସ ସରକାର
ଏଠାରେ ଇଣ୍ଡିଆ ମିଳିତ ସରକାର ଗଠନ କରିବେ: ସଚିନ ପାଇଲଟ
ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପିଡିପି ପ୍ରାର୍ଥୀ ଇଲଟିଜା ମୁଫତିଙ୍କ ପ୍ରତିକ୍ରିୟା କହିଲେ
#WATCH | Anantnag, J&K: PDP candidate from Bijbehara Assembly constituency Iltija Mufti says, "I am happy that people have come here to cast their vote. I have been visiting polling booths since morning and youngsters and elderly all have come out to cast their votes. Delhi… pic.twitter.com/lATJEo8M72
— ANI (@ANI) September 18, 2024
ଜାମ୍ମୁ କାଶ୍ମୀରରେ ଚାଲିଥିବା ଭୋଟ୍ ଉପରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପ୍ରତିକ୍ରିୟା
#WATCH मछेड़ी जम्मू: जम्मू कश्मीर में हो रहे मतदान पर केंद्रीय मंत्री जितेंद्र सिंह ने कहा, "... भारी संख्या में मतदान हो रहे हैं... प्रधानमंत्री ने जम्मू-कश्मीर में लोकतंत्र की विशेष पक्षदारी की है... मोदी जी द्वारा लोकतंत्र का एहसास जम्मू-कश्मीर में कराया गया है, एख वक्त था जब… pic.twitter.com/dIw9pzP7Iy
— ANI_HindiNews (@AHindinews) September 18, 2024
ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୦.୬୫% ମତଦାନ
ବିଜେପି ନେତାଙ୍କ ଉପରେ ଆରେପ
ଜମ୍ମୁ କାଶ୍ମୀର ବାସୀଙ୍କୁ ଏମିତି କହିଲେକଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ
ଜାମ୍ମୁ କାଶ୍ମୀରର ଲୋକମାନେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି
ଆଜି ଭାରତର ଗଣତନ୍ତ୍ର ଉପରେ ଜନସାଧାରଣଙ୍କ ବିଶ୍ୱାସ ରହିଛି। "
ଏମିତି କହିଲେ ରାହୁଲ ଗାନ୍ଧି
ଏମିତି କିଛି କହିଲେ ରାଜ୍ୟପାଳ
ଜନସାଧାରଣଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି'
କଡା ସୁରକ୍ଷା ମଧ୍ୟରେ କଶ୍ମୀର ପ୍ରବାସୀ ଭୋଟରମାନେ ଭୋଟ୍ ଦେଉଛନ୍ତି
#WATCH | Jammu: Kashmiri migrant voters cast their votes under high security.
(Visuals from ITI College Campus) pic.twitter.com/7FrwgQ2Nt3
— ANI (@ANI) September 18, 2024
NC'କୁ ବହୁ ସଂଖ୍ୟକ ଭୋଟ୍ ମିଳୁଛି - ଓମର ଅବଦୁଲ୍ଲା
#WATCH श्रीनगर, जम्मू-कश्मीर: नेशनल कॉन्फ्रेंस के उपाध्यक्ष उमर अब्दुल्ला ने कहा, "हम चाहते हैं कि लोग चुनाव में हिस्सा लें...हर इलाके में नेशनल कॉन्फ्रेंस को भारी संख्या में वोट पड़ रहे हैं और हम कामयाबी की उम्मीद लगाए बैठे हैं...इस चुनाव में बहुत मुद्दे हैं...लोग घरों से… pic.twitter.com/sIIfsIq9c4
— ANI_HindiNews (@AHindinews) September 18, 2024
ଭୋଟରଙ୍କ ପ୍ରତିକ୍ରିୟା
जम्मू-कश्मीर विधानसभा चुनाव: अगर हम किसी को वोट डाल रहे हैं तो वह हमारे लिए काम करे...विकास के लिए काम करे. जानिए जम्मू-कश्मीर चुनाव पर पहली बार मतदान कर रहे Irfan Farooq का क्या है कहना...#JammuAndKashmirElections #JammuKashmirAssemblyElections2024 #JammuKashmirElection2024… pic.twitter.com/FInEELgxzV
— Oneindia Hindi (@oneindiaHindi) September 18, 2024
ନିଜ ଘରୁ ବାହାରି ନିଜର ଭୋଟ୍ ଅଧିକାରର ବ୍ୟବହାର କରିବା ଉଚିତ୍
#WATCH | Doda, J&K: On J&K Assembly Election Phase-1, District Election Officer Harvinder Singh says "Voting has started in polling stations. We are getting to see a lot of enthusiasm from the people. I hope that this time we will be able to record the voter turnout well. A very… pic.twitter.com/xRzX7pdBol
— ANI (@ANI) September 18, 2024
ବିଜେପି ପ୍ରାର୍ଥୀ ଶାଗୁନ୍ ପ୍ୟାରୀଙ୍କ ପ୍ରାର୍ଥନା
#WATCH | Jammu and Kashmir: BJP candidate from Kishtwar, Shagun Parihar offers prayers before casting her vote for the Assembly polls.
JKNC has fielded Sajjad Ahmed Kichloo and PDP has fielded Firdoos Ahmed Tak from the Kishtwar assembly constituency. pic.twitter.com/tY6fw3vgtF
— ANI (@ANI) September 18, 2024
ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି
#WATCH | Jammu and Kashmir: Voting underway for the 1st phase of Assembly elections; visuals from a polling station in Jagti under Kulgam Assembly Constituency. pic.twitter.com/nvCZhAlys5
— ANI (@ANI) September 18, 2024
ଡୋଡାସ୍ଥିତ ଏକ ମତଦାନ ବୁଥରେ
#WATCH | J&K: A long queue of voters witnessed at a polling booth in Doda, as they await their turn to cast a vote.
National Conference has fielded Khalid Najib from the Doda seat, BJP has fielded Gajay Singh Rana, Congress fielded Sheikh Riaz and Democratic Progressive Azad… pic.twitter.com/khrt14aYRm
— ANI (@ANI) September 18, 2024












Click it and Unblock the Notifications