Jammu and Kashmir Assembly Election: ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ୫୪% ଭୋଟ ହେଲା ମତଦାନ
Jammu and Kashmir Assembly Election : ଭୋଟ୍ ଦେଉଛି ଜମ୍ମୁ-କଶ୍ମୀର । ଏହି ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ୨୫ ଲକ୍ଷ ୭୦ ହଜାର ଭୋଟର ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ପାଇଁ ୩,୫୦୨ଟି ବୁଥ୍ ପ୍ରତିଷ୍ଠା କରାଯାଇଥିଲା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା ।
ନିର୍ବାଚନ ଦେଖିବାକୁ କଶ୍ମୀରରେ ୧୬ଦେଶର କୂଟନୀତିଜ୍ଞ
ଜମ୍ମୁ କାଶ୍ମୀର ପ୍ରସଙ୍ଗରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ୍ କହିଲେ ଏମିତି
ଦିନ ୩ ଟା ସୁଦ୍ଧା କେଉଁ ଅଞ୍ଚଳରେ କେତେ ପ୍ରତିଶତ ଭୋଟ?
କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କୁ ମନ୍ତବ୍ୟ
#WATCH | Chandigarh: On J&K elections, Congress leader Supriya Shrinate says, "Breakthrough elections are going on in Jammu and Kashmir. J&K is electing for its future. There has been complete mismanagement and unemployment in Jammu and Kashmir for the last 10 years... Their… pic.twitter.com/iViWhyF1i9
— ANI (@ANI) September 25, 2024
ଭୋଟ୍ ଦେବା ପରେ ମହମ୍ମଦ କାଲୁ କହିଛନ୍ତି
#WATCH | J&K assembly elections | After casting his vote in Reasi, Mohd Kalu - who says that he gave up terrorist activities in 2004, says, "It feels great...I would like to urge everyone - step forward and elect your government. This will lead to a good life...That time (in the… pic.twitter.com/oxpkqU18F6
— ANI (@ANI) September 25, 2024
J&K election 2024: ଜାମ୍ମୁ କାଶ୍ମୀର ପ୍ରତି ଅନ୍ୟାୟ କରାଯାଇଛି: ରାହୁଲ ଗାନ୍ଧୀ
#WATCH | J&K elections | In Jammu, Congress MP & Lok Sabha LoP Rahul Gandhi says, "In the history of India, after 1947 several UTs were turned into states. States were divided - Telangana was formed out of Andhra Pradesh, Jharkhand was formed out of Bihar, Chhattisgarh was carved… pic.twitter.com/EXOesUOuFJ
— ANI (@ANI) September 25, 2024
ଜେ ଆଣ୍ଡ କେ ବିଧାନସଭା ନିର୍ବାଚନ ୨୦୨୪: ରାହୁଲ ଗାନ୍ଧୀଙ୍କ ବଡ଼ ପ୍ରତିକ୍ରିୟା, କହିଲେ ...
କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି....
#WATCH बडगाम, जम्मू-कश्मीर: नेशनल कॉन्फ्रेंस(NC) के सांसद आगा सैयद रूहुल्लाह मेहदी ने कहा, "...दोनों चरणों में प्रचार के दौरान हमें अच्छी प्रतिक्रिया मिली... हमें इस चरण में बेहतर परिणाम मिलने की उम्मीद है..." pic.twitter.com/JJ3Nb2oss5
— ANI_HindiNews (@AHindinews) September 25, 2024
ସକାଳ 11ଟା ସୁଦ୍ଧା 24.10% ମତଦାନ

जम्मू-कश्मीर विधानसभा चुनाव के दूसरे चरण में सुबह 11 बजे तक 24.10% मतदान हुआ। pic.twitter.com/UlGEImXill
— ANI_HindiNews (@AHindinews) September 25, 2024
#WATCH बडगाम: चरार-ए-शरीफ विधानसभा क्षेत्र से पीडीपी उम्मीदवार गुलाम नबी लोन हंजूरा ने कहा, "बड़ा अच्छा माहौल है। लोग इस चुनाव का पिछले 10 साल से इंतजार कर रहे थे। लोगों में बहुत उत्साह है..." https://t.co/6njvH0h9Hg pic.twitter.com/6yrRoiEwSS
— ANI_HindiNews (@AHindinews) September 25, 2024
ଆମେ ସରକାର ଗଠନ କରିବୁ: କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ
'INDIA' କୁ ଭୋଟ୍ ଦିଅନ୍ତୁ: ରାହୁଲ ଗାନ୍ଧୀ
ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା
35% ପ୍ରାର୍ଥୀ 25 ରୁ 40 ବର୍ଷ ମଧ୍ୟରେ ଅଛନ୍ତି
ସମସ୍ତ ଭୋଟର ନିଶ୍ଚିତ ଭାବରେ ଭୋଟ୍ ଦିଅନ୍ତୁ - ପିଏମ ମୋଦୀ
जम्मू-कश्मीर में आज विधानसभा चुनाव के दूसरे दौर की वोटिंग है। सभी वोटर्स से मेरी अपील है कि वे अपना वोट जरूर दें और लोकतंत्र को मजबूत बनाने में अपनी अहम भूमिका निभाएं। इस अवसर पर पहली बार वोट डालने जा रहे सभी युवा साथियों को मेरा अभिनंदन!
— Narendra Modi (@narendramodi) September 25, 2024












Click it and Unblock the Notifications