Jammu & Kashmir Assembly Election 2024 final phase Live Updates: ଶେଷ ହେଲା ଭୋଟିଂ,ଶେଷ ପର୍ଯ୍ୟାୟରେ ୬୫.୪୮% ମତଦାନ
Jammu and Kashmir Assembly Election : ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ । ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଲକ୍ଷ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ପର୍ଯ୍ୟାୟରେ ଆସନ୍ତାକାଲି ୭ଟି ଜିଲ୍ଲାର ୪୦ଟି ବିଧାନସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଚାଲିଛି ।

ସେଥିମଧ୍ୟରେ କାଶ୍ମୀର ଅଞ୍ଚଳର ୧୬ଟି ଏବଂ ଜାମ୍ମୁ ଅଞ୍ଚଳର ୨୪ଟି ବିଧାନସଭା ଆସନ ରହିଛି । ଏହି ପର୍ଯ୍ୟାୟରେ ୩୯ ଲକ୍ଷ ୧୮ହଜାରରୁ ଅଧିକ ଭୋଟର ୪୧୫ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଗ୍ରହଣ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।ଆସନ୍ତା ୮ ତାରିଖ ଦିନ ଭୋଟ୍ଗଣତି ସହ ଫଳାଫଳ ଘୋଷଣା କରାଯିବ ।
ଜାମ୍ମୁ କାଶ୍ମୀର: ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ 65.48% ଭୋଟ୍ ରେକର୍ଡ ହୋଇଛି
ଏମିତି କହିଲେ ଫାରୁକ୍
ଜେ ଆଣ୍ଡ କେକୁ ନେଇ ବିଜେପିର କ’ଣ ରହିଛି ଭୟ?
ପିପୁଲ୍ସ କନଫରେନ୍ସ ସଭାପତି ସାଜଜାଦ ଗାନି ଲୋନ କହିଛନ୍ତି
ଜିଲ୍ଲା ନିର୍ବାଚନ ଅଧିକାରୀ ସଲୋନୀ ରାୟ କହିଛନ୍ତି
#WATCH | J&K: Deputy Commissioner Udhampur and District Election Officer Saloni Rai says, "The control and communication centre of district Udhampur has been made at the DC Office complex...All the polling stations have a webcasting facility...We are continuously monitoring the… https://t.co/7poKYbyhk5 pic.twitter.com/BLAYN7B7sZ
— ANI (@ANI) October 1, 2024
ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୫୬.୦୧% ଭୋଟ୍ ରେକର୍ଡ
ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ମାଧ୍ୟମରେ ଚାଲିଛି ନୀରିକ୍ଷଣ: ଦେଖନ୍ତୁ ଭିଡ଼ିଓ
#WATCH | J&K: Polling Stations in Udhampur district are under surveillance through CCTV cameras; a control room with live feed is set up at the conference hall of the DC Office pic.twitter.com/YE21B7EcME
— ANI (@ANI) October 1, 2024
ଜିଲ୍ଲା ନିର୍ବାଚନ ଅଧିକାରୀ କୁପୱାରାର ଆୟୁଷୀ ସୁଦାନ କହିଛନ୍ତି
#WATCH | Handwara, Kupwara: District Election Officer Kupwara Ayushi Sudan said, "There are 6 Assembly constituencies in Kupwara and 622 polling booths. All polling and administration are working diligently. People's response is also good. People are standing in long queues to… pic.twitter.com/SieAHPfyWe
— ANI (@ANI) October 1, 2024
ଦିନ 1'ଟା ପର୍ଯ୍ୟନ୍ତ 44.08% ମତଦାନ
ନ୍ୟାସନାଲ କନଫେରେନ୍ସ ମୁଖପାତ୍ରଙ୍କ ବଡ ଦାବି
ସକାଳ 11 ସୁଦ୍ଧା 28.12% ଭୋଟ୍ ରେକର୍ଡ କରାଯାଇଛି
ଧାରା 370 ହଟାବା ପରେ ଏକ ନୂତନ ଜାମ୍ମୁ କାଶ୍ମୀର ଗଠନ ହୋଇଛି।
ଭୋଟ ଦେଇ ସରକାର ବାଛିବେ ଜନସାଧାରଣ
ସକାଳ ୯ ସୁଦ୍ଧା 11.60% ମତଦାନ
ଭୋଟ ଦେଲେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ
#WATCH | Jammu: Union Minister Jitendra Singh and his family members show their inked fingers after casting their vote, at a polling booth in Bahu Assembly Constituency for the third and final phase of polling for J&K Assembly Elections 2024 pic.twitter.com/OxOSf1c7S0
— ANI (@ANI) October 1, 2024












Click it and Unblock the Notifications