ସକାଳ ୧୧ ଟା ପର୍ଯ୍ୟନ୍ତ ୨୬.୭୨% ମତଦାନ

Jammu and Kashmir Assembly Election 2024: ଜାମ୍ମୁ କାଶ୍ମୀରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ସକାଳ 11 ଟା ପର୍ଯ୍ୟନ୍ତ 26.72% ମତଦାନ ହୋଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ 26.72% ଭୋଟ୍ ଜାମ୍ମୁ କାଶ୍ମୀରରେ 11 ଟା ପର୍ଯ୍ୟନ୍ତ ରେକର୍ଡ କରାଯାଇଛି। ଅନନ୍ତନାଗ-25.55% ଡୋଡା-32.30% କିସ୍ତୱାଡା-32.69% କୁଲଗାମ-25.95% ପୁଲୱାମା-20.37% ରାମବାନ୍-31.25% ସୋପିୟାରେ-25.96% ।

Jammu and Kashmir Assembly Election 2024
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+