ଜଲ୍ଲିକାଟୁ ପ୍ରତିଯୋଗିତା: ୭ ମୃତ,୪୦୦ ଆହତ
Jallikattu 2025 Competition Tragedy: ଜଲ୍ଲିକାଟୁ ପ୍ରତିଯୋଗିତା ବେଳେ ଅଘଟଣ, ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୬ ଜଣ ଦର୍ଶକ ଥିବା ବେଳେ ଜଣେ ପ୍ରତିଯୋଗୀ ଥିବା ନେଇ ସୂଚନା ରହିଛି । ମୃତାହତ ମଦୁରାଇ, ଶିବଗଙ୍ଗା ସମେତ ୫ ଅଞ୍ଚଳର । ସେହିପରି ୪୦୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।













Click it and Unblock the Notifications