Get Updates
Get notified of breaking news, exclusive insights, and must-see stories!

ଜେଲରେ ଚାଲିଥିଲା ଅପରାଧିକ ଷଢ଼ଯନ୍ତ୍ର! ୨ଜେଲ ଅଧିକାରୀଙ୍କ ସହ ୪ ଗିରଫ

ଜେଲ୍‍ରେ ଅପରାଧିକ ଷଢ଼ଯନ୍ତ୍ର ଏବଂ ନିଶାଦ୍ରବ୍ୟ ଚାଲାଣ ଅଭିଯୋଗ ନେଇ ପଞ୍ଜାବରେ ୨ଜଣ ବରିଷ୍ଠ ଜେଲ୍‍ ଅଧିକାରୀଙ୍କ ସମେତ ଅନ୍ୟ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ହୋସିଆରପୁର ସେଣ୍ଟ୍ରାଲ ଜେଲ୍‍ର ଅଧିକ୍ଷକ ଓ ଅନ୍ୟ ୪ଜଣ ଅଧିକାରୀ ଏବଂ ଅମୃତସର ଜେଲ୍‍ର ଜଣେ ୱାର୍ଡନ୍‍ ଅନ୍ତର୍ଭୁକ୍ତ ।

arrest

ଉଭୟ ଜେଲ୍‍ରେ କଏଦୀଙ୍କୁ ନିଶାଦ୍ରବ୍ୟ ଯୋଗାଣରେ ସେମାନେ ସମ୍ପୃକ୍ତ ଥିବା ଜଣାପଡିଛି । ଏପରିକି ଜେଲ୍‍ରେ ବନ୍ଦୀ ଜୀବନ ବିତାଉଥିବା ୩ଜଣ କଏଦୀଙ୍କ ବିରୋଧରେ ମଧ୍ୟ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଶାଦ୍ରବ୍ୟ ବିରୋଧୀ ଟାସ୍କଫୋର୍ସର ମୁଖ୍ୟ ନିଲଭ କିଶୋର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଅଭିଯୋଗ ଆଧାରରେ ତଦନ୍ତ କରାଯାଇଥିଲା । ଦୁର୍ନୀତିଗ୍ରସ୍ତ ଏହି ଜେଲ୍‍ ଅଧିକାରୀଙ୍କ
ସହାୟତାରେ କଏଦୀମାନେ ନିଶାଦ୍ରବ୍ୟ ଚୋରାଚାଲାଣରେ ସମ୍ପୃକ୍ତ ଥିଲେ ବୋଲି ସେ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+