ହରିୟାଣାର ପଞ୍ଚକୁଲାରେ ଭାରତୀୟ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ପାଇଲଟ୍ ସୁରକ୍ଷିତ ଅଛନ୍ତି । nbsp;ୟୁସେନାର ବିବୃତ୍ତି ଅନୁଯାୟୀ, ଯୁଦ୍ଧ ବିମାନଟି ତାଲିମ ପାଇଁ ଅମ୍ବାଲା ଏୟାରବେସରୁ ଉଡ଼ାଣ ଭରିଥିଲା ।