Get Updates
Get notified of breaking news, exclusive insights, and must-see stories!

ଶସ୍ତା ହେବ ବିଦେଶ ଯାତ୍ରା

ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । ବିଦେଶରେ ଶିକ୍ଷା ଓ ମେଡିକାଲ କ୍ଷେତ୍ରରେ ଟିସିଏସ ହ୍ରାସ ହୋଇଛି ।

nirmala sitharaman

୫ ପ୍ରତିଶତରୁ ୨ ପ୍ରତିଶତକୁ ଟିସିଏସ ହ୍ରାସ ନେଇ ଘୋଷଣା କରାଯାଇଛି । ୨୦୨୬- ୨୭ରେ ଜିଡିପିର ବିତ୍ତୀୟ ନିଅଣ୍ଟ ୪.୪ % ରହିଛି । ୨୦୨୭ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୪. ୩% ହେବ । ସରକାରଙ୍କ ଆର୍ଥିକ ସଂଯମ ପାଇଁ କ୍ରମାଗତ ଭାବେ ହ୍ରାସ ପାଉଛି ।ଟିସିଏସ ୨ % ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷା ଓ ମେଡିକାଲ କ୍ଷେତ୍ର ଟିସିଏସ ହ୍ରାସ ପ୍ରତିଶ୍ରୁତି ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+