ମହାକାଶରେ ISRO' ବଡ଼ ସଫଳତା
ISRO News: ମହାକାଶରେ ISRO' ବଡ଼ ସଫଳତା । ମହାକାଶରେ ସ୍ପେଡକ୍ସ ମିଶନ ସଫଳ କଲା ଇସ୍ରୋ ତେବେ ପ୍ରଥମ ଥର ପାଇଁ ୨ ସାଟେଲାଇଟକୁ ଡକିଂ କରାଯାଇଛି । ଚତୁର୍ଥ ଦେଶ ଭାବେ ସ୍ପେଶ୍ ଡକିଂରେ ସଫଳତା ହାସଲ କରିଛି ଭାରତ । ISRO'ସଫଳ ମିଶନ ନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଜାନୁଆରୀ ୧୨ ତାରିଖରେ ପରୀକ୍ଷାମୂଳକ ଭାବେ ୩ ମିଟର ପାଖକୁ ନିଆଯାଇଥିଲା ।













Click it and Unblock the Notifications