Get Updates
Get notified of breaking news, exclusive insights, and must-see stories!

ଜାଣନ୍ତି କି, ISRO ବୈଜ୍ଞାନିକଙ୍କୁ ମିଳେ କେତେ ଦରମା ? ଆଉ କଣ କଣ ମିଳେ ସୁବିଧା ?

ISRO Employee Salary: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ବା ଓଡ଼ିଆରେ କହିଲେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା ହେଉଛି ଭାରତ ସରକାରଙ୍କର ତଥା ବିଶ୍ୱର ବୃହତ୍ତମ ସ୍ପେସ୍ ଏଜେନ୍ସି । ଏହା ବୈଜ୍ଞାନିକ ବିକାଶ ଏବଂ ଅଭିନବ ପ୍ରଯୁକ୍ତିବିଦ୍ୟା ପାଇଁ ଉଲ୍ଲେଖନୀୟ ।

ଏହାର ପ୍ରଶାସନ ମହାକାଶ ବିଭାଗ ଅଧୀନରେ ଅଛି, ଯାହା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାମ କରେ । ISRO ବିଭିନ୍ନ ପଦବୀ ପାଇଁ ବୈଜ୍ଞାନିକ ଏବଂ ଇଞ୍ଜିନିୟର ନିଯୁକ୍ତ କରେ । ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ଦରମା ଏବଂ ଭତ୍ତା ମିଳିଥାଏ । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ପେ କମିଶନ ଦ୍ୱାରା ନିର୍ଣ୍ଣୟ କରାଯାଏ ।

ISRO Scientist Salary

ISRO ର ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଏବଂ ଇଞ୍ଜିନିୟର୍ସ ମାସକୁ 15,600 ରୁ 39,100 ଟଙ୍କା ପର୍ଯ୍ୟନ୍ତ ଏକ ପେ ବ୍ୟାଣ୍ଡ ପାଆନ୍ତି । ଏହା ପରେ, ସେମାନଙ୍କର ପେ ବ୍ୟାଣ୍ଡ ପଦୋନ୍ନତି ପାଇବା ପରେ ଦରମା ବଢିଥାଏ । ସେମାନଙ୍କର ଗ୍ରେଡ୍ ପେ ମଧ୍ୟ ପେ ବ୍ୟାଣ୍ଡରେ ଯୋଡା ଯାଇଛି । ଏହି ଦୁଇଟିକୁ ମିଶାଇ ମୌଳିକ ଦରମା ଦିଆଯାଏ । ଏହା ଉପରେ କିଛି ଭତ୍ତା ମଧ୍ୟ ଉପଲବ୍ଧ ଥାଏ । ସମୟ ସମୟରେ ସରକାରଙ୍କ ଦ୍ୱାରା ଅନୁମୋଦନ ଅନୁଯାୟୀ ସେମାନଙ୍କୁ ବିଭିନ୍ନ ଭତ୍ତା ଏବଂ ସୁବିଧା ମଧ୍ୟ ଦିଆଯାଏ ।

ତେବେ ଏଠାରେ ଆମେ ଆପଣଙ୍କ ପାଇଁ ଏକ ତାଲିକା ପ୍ରସ୍ତୁତ କରିଛୁ । ଯାହାକୁ ଦେଖି ଆପଣ ବୁଝିପାରିବେ ଯେ, ସେଠାରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ କେତେ ଟଙ୍କା ପାଆନ୍ତି ।

ଇସ୍ରୋ ବୈଜ୍ଞାନିକମାନଙ୍କର ଦରମା

  • ବରିଷ୍ଠ ବୈଜ୍ଞାନିକ- 75,500 - 80,000 ଟଙ୍କା
  • ଉଲ୍ଲେଖନୀୟ ବୈଜ୍ଞାନିକ- 67,000- 79,000 ଟଙ୍କା
  • ବୈଜ୍ଞାନିକ/ଇଞ୍ଜିନିୟର - H&G- 37,400 - 67,000 ଟଙ୍କା
  • ବୈଜ୍ଞାନିକ/ଇଞ୍ଜିନିୟର SG - 37,400 - 67,000 ଟଙ୍କା
  • ବୈଜ୍ଞାନିକ / ଇଞ୍ଜିନିୟର SF- 37,400 - 67,000 ଟଙ୍କା
  • ବୈଜ୍ଞାନିକ/ ଇଞ୍ଜିନିୟର SE & SD- 15,600 - 39,100 ଟଙ୍କା

ISRO ବୈଜ୍ଞାନିକମାନଙ୍କୁ କେଉଁ ସବୁ ଭତ୍ତା ମିଳେ ?

  • - ମହଙ୍ଗା ଭତ୍ତା (DA)
  • - ଘର ଭଡା ଭତ୍ତା (HRA)
  • - ଚିକିତ୍ସା ସୁବିଧା
  • - ପେନ୍‌ସନ୍‌
  • - କାର୍ଯ୍ୟଦକ୍ଷତା ପ୍ରୋତ୍ସାହନ...
  • - ପ୍ରୋଭିଡେଣ୍ଟ୍ ପାଣ୍ଠି (PF)
  • - ଭ୍ରମଣ ଭତ୍ତା (TA)
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+