ଆନ୍ଧ୍ର ଶ୍ରୀହରିକୋଟାରୁ ପ୍ରୋବା-୩ ଉତକ୍ଷେପଣ
ISRO: ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଭାବେ PSLV-C5 ପ୍ରୋବା-୩ ଉତକ୍ଷେପଣ ହୋଇଛି । ୟୁରୋପୀୟ ସ୍ପେଶ୍ ଏଜେନ୍ସୀର ହେଉଛି ପ୍ରୋବା-୩ ସାଟେଲାଇଟ । ଗୁରୁବାର ଅପହାନ୍ଣରେ ଉଦକ୍ଷେପଣ ହୋଇଛି ପ୍ରୋବା-୩ ସ୍କେସକ୍ରାଫ୍ଟ ପିଏସଏଲଭି-ସି୫୯ । ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ ।

ଭାରତରେ ପିଏଏଲଭି ଦ୍ୱାରା ପ୍ରେରିତ ଏହି ସାଟେଲାଇଟ୍ ସୂର୍ଯ୍ୟର ବାହ୍ୟ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ । ସୂଚନା ଅନୁସାରେ କକ୍ଷ ପଥରେ ସାଟେଲାଇଟଠୁ ଅଲଗା ହୋଇଯିବ ପିଏସଏଲଭି । ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ । ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର । ଆଜି ଅପରାହ୍ଣ ୪ଟା ୧୦ ରେ ହେବ ଉଦକ୍ଷେପଣ ।
👏 Celebrating Success!
The PSLV-C59/PROBA-3 Mission reflects the dedication of NSIL, ISRO and ESA teams. This achievement highlights India’s critical role in enabling global space innovation.
🌍 Together, we continue building bridges in international space collaboration! 🚀✨…
— ISRO (@isro) December 5, 2024












Click it and Unblock the Notifications