ଇତିହାସ ରଚିଲା ଇସ୍ରୋ: ଲଞ୍ଚ ହେଲା ଆର୍ଥ ଅବଜରବେସନ ସାଟେଲାଇଟ EOS-8

ISRO Launch of SSLV-D3: ଇତିହାସ ରଚିଲା ଇସ୍ରୋ । ISRO 16 ଅଗଷ୍ଟ 2024 ରେ ସକାଳ 9:17 ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ SSLV-D3 ରକେଟ୍ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ୍ EOS-8ର ସଫଳ ଉତକ୍ଷେପଣ ହୋଇଛି । ଏହି ଦୁଇଟି ଉପଗ୍ରହ ପୃଥିବୀଠାରୁ 475 କିଲୋମିଟର ଉଚ୍ଚରେ ଅବସ୍ଥିତ ଏକ ବୃତ୍ତାକାର କକ୍ଷପଥରେ ସ୍ଥାପିତ ହେବ । ଏହି ଲଞ୍ଚକୁ ଐତିହାସିକ ଭାବରେ ବିବେଚନା କରାଯାଉଛି ।

ISRO Launch of SSLV-D3

SSLV-D3 ରକେଟ୍ ଭାରତର କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ । 500 କିଲୋଗ୍ରାମ ଓଜନ ବିଶିଷ୍ଟ ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥରେ କିମ୍ବା 300 କିଲୋଗ୍ରାମ ଓଜନ ବିଶିଷ୍ଟ ଉପଗ୍ରହକୁ ସୂର୍ଯ୍ୟ ସିଙ୍କ୍ରୋନସ୍ କକ୍ଷପଥରେ ପଠାଇପାରେ । ଏହି କକ୍ଷପଥର ଉଚ୍ଚତା 500 କିଲୋମିଟରରୁ ଅଧିକ । ଏହି ଉନ୍ମୋଚନରେ ଏହା 475 କିଲୋମିଟର ଉଚ୍ଚରେ ପହଞ୍ଚିବ । ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଏହା ଉପଗ୍ରହ ଛାଡିଦେବ ।

EOS-8 ସାଟେଲାଇଟ୍: ଏହା ଏକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍, ଯାହାର ଉଦ୍ଦେଶ୍ୟ ହେଉଛି ପୃଥିବୀ ପୃଷ୍ଠ ଉପରେ ନଜର ରଖିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା | ଏହା କୃଷି, ବନ୍ୟଜନ୍ତୁ ମନିଟରିଂ, ଜଳ ସମ୍ପଦ ପରିଚାଳନା ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବ । SR-0 DEMOSAT: ଏହା ଏକ ଛୋଟ ଉପଗ୍ରହ ଯାହା ଯାତ୍ରୀ ଉପଗ୍ରହ ଭାବରେ ପଠାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ନୂତନ ବୈଷୟିକ ପରୀକ୍ଷା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+