Get Updates
Get notified of breaking news, exclusive insights, and must-see stories!

ଅପରେସନ ସିନ୍ଦୂର ସମୟରେ ଭାରତର ସମସ୍ତ ଉପଗ୍ରହ ୨୪ଘଣ୍ଟା କାର୍ଯ୍ୟ କରୁଥିଲା; ଭି. ନାରାୟଣନ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି ଅପରେସନ ସିନ୍ଦୂର ସମୟରେ ଭାରତର ସମସ୍ତ ଉପଗ୍ରହ ୨୪ଘଣ୍ଟା କାର୍ଯ୍ୟ କରୁଥିଲା ଏବଂ ସମସ୍ତ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହୋଇଥିଲା । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନାରାୟଣନ କହିଛନ୍ତି ଭାରତର ଜ୍ଞାନକୌଶଳକୁ ବିଶ୍ୱସ୍ତରୀୟ କରିବା ଏବଂ ମହାକାଶ ଗବେଷଣା କ୍ଷେତ୍ରରେ
ଆହୁରି ଦୃଢ଼ତା ହାସଲ କ୍ଷେତ୍ରରେ ଇସ୍ରୋର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

V Narayanan

ବିଶ୍ୱରେ ମହାକାଶ କ୍ଷେତ୍ରରେ ଭାରତ ପ୍ରମୁଖ ପ୍ରତିଯୋଗୀ ଭାବେ ଉଭା ହୋଇଥିବା ଶ୍ରୀ ନାରାୟଣନ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଭାରତର ସେନାବାହିନୀ ଦେଶର ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ଏବଂ ନବସୃଜନ କ୍ଷେତ୍ରରେ ଗତିଶୀଳତା ଆଣିଛି ଏବଂ ଦେଶର ସୁରକ୍ଷା ଓ ଆତ୍ମନିର୍ଭରତା କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଛି । ସେ କହିଛନ୍ତି ଭାରତୀୟ ସେନା ଏବେ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବା ଲାଗି ନିଜକୁ ପ୍ରସ୍ତୁତ କରିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+