ନିଜ ନାଗରିକଙ୍କୁ ମାରିଦେଲା IDF

Israel Hamas War: ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ହାମାସକୁ ଧ୍ୱଂସ କରିବା ପାଇଁ ଲଗାତାର ଆକ୍ରମଣ କରୁଛି । ଏହି ଭୟଙ୍କର ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଭୁଲରେ ଗାଜାରେ ତିନିଜଣ ଇସ୍ରାଏଲ୍ ବନ୍ଧକଙ୍କୁ ହତ୍ୟା କରିଛି ।

Israel Hamas War

ଗାଜାରେ ହମାସ ଆତଙ୍କବାଦୀ ଭାବି IDF ନିଜ ନାଗରିକଙ୍କ ଉପରେ କରିଛି ଗୁଳିମାଡ଼ । ନିଜ ଭୁଲ ମାନିବା ସହ ଏହି ଘଟଣାକୁ ଦୁଃଖଦ ଓ ଯନ୍ତ୍ରଣାଗାୟକ ବୋଲି କହିଛି IDF ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+