ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କଲା ଇରାନ

ଇରାନ ଯିବାକୁ ପ୍ଲାନ ଅଛି କି ? ଏଣିକି ଇରାନ ଗଲେ ଦରକାର ପଡ଼ିବ ଭିସା । କାହିଁକି ନା ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କରିଛି ଇରାନ । ୨୨ ନଭେମ୍ବର ୨୦୨୫ଠାରୁ ଏହା ଲାଗୁ ହେବ । ଚାକିରି ନାଁରେ ଇରାନକୁ ନେଇ ଭାରତୀୟଙ୍କୁ କିଡନାପିଂ କରାଯାଉଥିବା ଅଭିଯୋଗ ପରେ ଏଭଳି ନିଷ୍ପତ୍ତି ନେଇଛି ଇରାନ ।

iran

ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏନେଇ ସତର୍କ କରାଇଥିଲା । ଭିସା ଫ୍ରି ଲାଭ ଉଠାଇ ଭାରତୀୟଙ୍କୁ ଚାକିରି ଓ ଅନ୍ୟାନ୍ୟ ଲୋଭ ଦେଖାଇ ଡାକିବା ପରେ ତାଙ୍କୁ ଅପହରଣ କରାଯାଉଥିବା ଭଳି ବହୁ ମାମଲା ସାମନାକୁ ଆସିଥିଲା । ତେବେ ନୂଆ ନିୟମ ଅନୁସାରେ ଏଣିକି ଇରାନ ଯାତ୍ରା କରିବାକୁ ହେଲେ, ଆଗୁଆ ଭିସା ପାଇଁ ଆବେଦନ କରିବାକୁ ପଡ଼ିବ । ଏପରିକି ଇରାନକୁ କେବଳ ଟ୍ରାନଜିଟ୍ ରୁଟ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+