Manipur News:ଦୀର୍ଘି ଦିନ ପରେ ମଣିପୁରରେ ସ୍ୱାଭାବିକ୍ ହେବ ଇଣ୍ଟରନେଟ୍ ସେବା
Manipur News Update In Odia:ଅଶାନ୍ତ ମଣିପୁର ଦୀର୍ଘ ଦିନ ଧରି ହିଂସାର ନିଆଁରେ ଜଳୁଛି । ଶହ ଶହ ଲୋକଙ୍କର ଗଲାଣି ଜୀବନ । ମହିଳାଙ୍କ ସହ ହେଉଥିବା ଅତ୍ୟାଚାର ସମଗ୍ର ଦେଶକୁ ଚକିତ କରି ଦେଇଥିଲା । ଏଭଳି ପରିସ୍ଥିତିରେ ସରକାର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଥିଲେ । ହେଲେ ବର୍ତ୍ତମାନ ଯେଉଁ ଅଞ୍ଚଳର ସ୍ଥିତି ସୁଧୁରିବାରେ ଲାଗିଛି ସେହି ଅଞ୍ଚଳରେ ସଚଳ ହେବ ଇଣ୍ଟନେଟ୍ ସେବା ।

ସୂଚନା ଅନୁସାରେ, ମଙ୍ଗଳବାର ଜାରି କରାଯାଇଥିବା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ରଡବ୍ୟାଣ୍ଡ ସେବା ସଚଳ ହେବ ହେଲେ ମୋବାଇଲ୍ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଜାରି ରହିବ ।












Click it and Unblock the Notifications