ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା
ଯୋଗର ଆଠଗୋଟି ଅଙ୍ଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ସେଗୁଡିକ ହେଲା - ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା ଧ୍ୟାନ ଓ ସମାଧି । ଏଥିରେ ଯେଉଁ ଆସନ ଓ ପ୍ରାଣାୟମ କଥା କୁହାଯାଇଛି ଯାହା ସାଧାରଣ ଆଜିକାଲି ଆମେ ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇଥାଉ ।
ପ୍ରତ୍ୟେକ ମନୁଷ୍ୟ ଶରୀର ଅଛି, ଅର୍ଥାତ୍ ଅନେକ ଛୋଟ ବଡ଼ ରୋଗ ମଧ୍ୟ ରହିଛି । କିନ୍ତୁ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଆମକୁ ନିଜକୁ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ସହ ଯୋଗ ଅଭ୍ୟାସ କରିବା ପାଇଁ ପଡିବ । ଏହା ହିଁ ଆଦର୍ଶ ସୁସ୍ଥ ଜୀବନରେ ପରିଣତ ହୋଇପାରିବ ।
ଯୋଗର ଆଠଗୋଟି ଅଙ୍ଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ସେଗୁଡିକ ହେଲା - ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା ଧ୍ୟାନ ଓ ସମାଧି । ଏଥିରେ ଯେଉଁ ଆସନ ଓ ପ୍ରାଣାୟମ କଥା କୁହାଯାଇଛି ଯାହା ସାଧାରଣ ଆଜିକାଲି ଆମେ ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇଥାଉ । ପ୍ରାଣକୁ ନିୟମିତ ଜାଗ୍ରତ କରି ନିୟନ୍ତ୍ରଣ କରାଇବା ପ୍ରକ୍ରିୟାକୁ ପ୍ରାଣାୟାମ ଓ ଶରୀରରେ ଶାରୀରିକ ଅଙ୍ଗଚାଳନାକୁ ଯୋଗ କୁହାଯାଏ ।

ପ୍ରାଣାୟାମ ହେଉଛି ଯୋଗର ଏକ ଅଙ୍ଗ ଏବଂ ପ୍ରାଣୀ ପାଇଁ ଅତ୍ୟନ୍ତ ଉପଯୋଗୀ । ନିୟମିତ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତି ଅଧିକ ସୁସ୍ଥ, ସବଳ, ଆନନ୍ଦ ଏବଂ ଧୈର୍ଯ୍ୟଶୀଳ ହୋଇଥାନ୍ତି । ଯୋଗ ଦ୍ୱାରା ଜଣେ ମନୁଷ୍ୟ ମନକୁ ସ୍ଥିର ଓ ଶାନ୍ତ ରଖିଥାଏ । ଯୋଗ ଶରୀରରେ ଥିବା ମାଂସପେଶୀକୁ ଶକ୍ତିଶାଳୀ କରିଥାଏ ।
ଯୋଗ ଦ୍ୱାରା ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ । ଏହା କେବଳ ଏହି ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ହୋଇଥାଏ । ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇନଥାଏ । ବାରମ୍ବାର ଯୋଗ କରିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ହୋଇଥାଏ ।
ଯୋଗ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଅନୁଭବ ସୃଷ୍ଟି ହୋଇଥାଏ ।ଆସନ ଓ ପ୍ରାଣାୟାମ ଦ୍ୱାରା ରକ୍ତଚାପ ସନ୍ତୁଳିତ ହୋଇଥାଏ । ହୃଦରୋଗରେ ପୀଡିତ ବ୍ୟକ୍ତି ଯୋଗ ଦ୍ୱାରା ଉପକୃତ ହୋଇଥାଆନ୍ତି । ଡାଇବେଟିସ୍ ରୋଗକୁ ଯୋଗ ନିୟନ୍ତ୍ରଣ କରିଥାଏ । ପ୍ରସନ୍ନତା ଏବଂ ସନ୍ତୁଳନରେ ଅନୁଭୂତି ପ୍ରାପ୍ତ କରିପାରେ ଯୋଗ ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ











Click it and Unblock the Notifications