Get Updates
Get notified of breaking news, exclusive insights, and must-see stories!

ମଝି ଆକାଶରେ ଇଣ୍ଡିଗୋ ବିମାନକୁ ବୋମା ଧମକ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା

ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ଆଜି ମିଳିଛି ବୋମା ଧମକ । ଏହି ଖବର ଶୁଣିଲା ପରେ ସମସ୍ତେ ଭୟଭୀତ ହୋଇଛନ୍ତି । ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

IndiGo s Mumbai-Delhi flight gets bomb threat

ସୂଚନା ଅନୁସାରେ ଇଣ୍ଡିଗୋ ବିମାନ ୬ ଇ ୭୬୨ରେ ପାଖାପାଖି ୨୦୦ ଲୋକ ଯାତ୍ରୀ ରହିଥିଲେ । ସୁରକ୍ଷା ଏଜେନ୍ସି ଯାଞ୍ଚ କରିବା ପରେ ଏହାର ସତ୍ୟତା ଜଣା ପଡିଥିଲା । ଏହି ବିମାନ ଏୟାରବେସ୍ ଏ୩୨୧ନୂଆ ଥିଲା । ଏହା ସକାଳ ସମୟରେ ପ୍ରାୟ ୭-୫୩ରେ ସୁରକ୍ଷିତ ଭାବରେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଳାଇଥିଲା । ତେବେ ବିମାନ କର୍ତ୍ତୁପକ୍ଷଙ୍କ ସରକାରୀ ବୟାନକୁ ଅପେକ୍ଷା କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+