ଇଣ୍ଡିଗୋ ବିମାନକୁ ବୋମା ଧମକ, ମୁମ୍ବାଇରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ

ସାଉଦି ଆରବର ଜେଦାରୁ ଭାରତର ହାଇଦ୍ରାବାଦ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଧମକ ମିଳିବା ପରେ ତାହାକୁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଛି । ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇ ବିମାନବନ୍ଦରରେ ଆବଶ୍ୟକୀୟ ଯାଞ୍ଚ କରାଯାଇଥିଲା ଏବଂ ଯାତ୍ରୀମାନଙ୍କ ଅସୁବିଧାକୁ କମ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଇଥିଲା।

IndiGo Jeddah-Hyderabad Flight Receives Hoax Bomb Threat
ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଶନିବାର ସକାଳ ପ୍ରାୟ ସାଢ଼େ ୫ଟାରେ ଏକ ଇମେଲ୍ ମିଳିଥିଲା, ଯେଉଁଥିରେ ଇଣ୍ଡିଗୋ ବିମାନ 6E68 ରେ ଏକ "ମାନବ ବୋମା" ଥିବା ଦାବି କରାଯାଇଥିଲା। ଇମେଲରେ ବିମାନକୁ ହାଇଦ୍ରାବାଦରେ ଅବତରଣ ନକରିବାକୁ ଚେତାବନୀ ଦିଆଯାଇଥିଲା।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+