ଚାଲିଗଲେ ସବୁଜ ବିପ୍ଳବର ଜନକ କୃଷି ବିଜ୍ଞାନୀ ଏସଏସ ସ୍ୱାମୀନାଥ

ନୂଆଦିଲ୍ଲୀ: ସବୁଜ ବିପ୍ଳବର ଜନକ ତଥା ବିଶିଷ୍ଟ କୃଷି ବିଜ୍ଞାନୀ ଏସଏସ ସ୍ୱାମୀନାଥଙ୍କ ପରଲୋକ । ଚେନ୍ନାଇ ପୂର୍ବାହ୍ନ ୧୧.୨୦ରେ ସ୍ୱାମୀନାଥନ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦେଶରୁ ଖାଦ୍ୟ ସଙ୍କଟ ଦୂର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

 M S Swaminathan


ତାଙ୍କ ଜନ୍ମ 7 ଅଗଷ୍ଟ 1925ରେ ହୋଇଥିଲା । 1972 ରୁ 1979 ପର୍ଯ୍ୟନ୍ତ ଭାରତୀୟ ପରିଷଦ କୃଷି ଅନୁସନ୍ଧାନର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ଭିଭୂଷିତ କରିଥିଲେ । ବିଭିନ୍ନ ପ୍ରକାରର ଧାନ ବିକଶିତ କରିବା ଭାରତର କୃଷକମାନଙ୍କୁ ଅଧିକ ଧାନ ଉତ୍ପାଦନ କରିବାରେ ସକ୍ଷମ କରାଇଥିଲେ ।

ସ୍ୱାମୀନାଥନ ଡିପାର୍ଟମେଣ୍ଟ ଅଫ୍ କୃଷି ବିଭାଗର ବୌଜ୍ଞାନିକ ଥିଲେ। ସେ 7 ଅଗଷ୍ଟ 1925ରେ ତାମିଲନାଡୁର କୁମ୍ଭୋକୋଣମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଏମ.କେ ସମ୍ବାସିବନ ଜଣେ ସର୍ଜନ ଥିଲେ । କୁହାଯାଏ ଯେ ସେ, ମହତ୍ମା ଗାନ୍ଧିଙ୍କ ପ୍ରଭାବରେ ପ୍ରଭାବିତ ହୋଇ ସେ କୃଷି ପ୍ରତି ଆଗ୍ରହୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+