ଭାରତ ଓ ଚୀନ୍ ସମ୍ପର୍କରେ ସୁଧାର, ପାଞ୍ଚ ବର୍ଷ ପରେ ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ

ଭାରତ ଓ ଚୀନ୍ ସମ୍ପର୍କରେ ସୁଧାର । ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ । ଆଜି ଠାରୁ ଭାରତ ଆସିବାକୁ ଚୀନ ନାଗରିକଙ୍କୁ ମିଳିବ ପର୍ଯ୍ୟଟନ ଭିସା । ୨୦୨୦ରେ ଗଲୱାନ୍ ଉପତ୍ୟକାରେ ସାମରିକ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଉଭୟ ଦେଶର କୂଟନୈତିକ ପ୍ରୟାସ ପରେ ସମ୍ପର୍କ ସୁଧୁରିବାରେ ଲାଗିଛି।

modi

ଚୀନ୍‌ରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ୱେଇବୋରେ ଭିସା ଆବେଦନ ପ୍ରକ୍ରିୟା ବିଷୟରେ ସୂଚନା ଦେଇଛି। ଚଳିତବର୍ଷ ଆରମ୍ଭରେ ଉଭୟ ଦେଶ ଭାରତୀୟ ତୀର୍ଥଯାତ୍ରୀଙ୍କୁ କୈଳାସ ମାନସରୋବର ଯାତ୍ରା କରିବାକୁ ଅନୁମତି ଦେବା ସହିତ ସିଧାସଳଖ ବିମାନ ଚଳାଚଳ ଓ ଭିସା ପ୍ରଦାନ ପ୍ରକ୍ରିୟା ପୁନଃ ଆରମ୍ଭ କରିବାକୁ ନୀତିଗତ ଭାବରେ ସହମତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+