କାନାଡ଼ାରେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

କାନାଡ଼ାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛାତ୍ରୀ ଜଣକ ହାମିଲଟନସ୍ଥିତ ଏକ ବସ୍‌ ଷ୍ଟପରେ ଛିଡ଼ା ହୋଇଥିବାବେଳେ ଗୋଟିଏ ପଥଭ୍ରଷ୍ଟ ଗୁଳି ତାଙ୍କ ଶରୀରରେ ବାଜିଥିଲା। ଯାହାଫଳରେ ସେ ସେହିଠାରେ ଟଳି ପଡ଼ିଥିଲେ। ହତ୍ୟାର ଶିକାର ଛାତ୍ରୀଙ୍କ ନାମ ହରସିମରତ ରନ୍ଧଓ୍ବା। ତାଙ୍କ ବୟସ ୨୧ ବର୍ଷ। ସେ ମୋହାକ କଲେଜରେ ଅଧ୍ୟୟନ କରୁଥିଲେ।

shot

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା(ସ୍ଥାନୀୟ ସମୟ)ରେ ହରସିମରତ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଏହି ସମୟରେ ନିକଟରେ ଦୁଇଟି ଗାଡ଼ି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଫଳରେ ସେମାନେ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ପଥଭ୍ରଷ୍ଟ ହୋଇ ହରସିମରତଙ୍କ ଶରୀରରେ ବାଜିଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+