ଭାରତୀୟ ରେଳ ବଡ଼ ନିଷ୍ପତ୍ତି,ସବୁ ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା

ଦେଶର ସବୁ ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତୀୟ ରେଳ ବଡ଼ ନିଷ୍ପତ୍ତି ନେଇଛି । ୭୪ ହଜାର ବଗି ଓ ୧୫ ହଜାର ଲୋକୋମୋଟିଭରେ ସିସିଟିଭି ଲାଗିବ । ପ୍ରତ୍ୟେକ ବଗିରେ ୪ଟି, ଲୋକୋମୋଟିଭରେ ୬ଟି ସିସିଟିଭି ଲାଗିବ । ତେବେ ଯାତ୍ରୀଙ୍କ ଗୋପନୀୟତା ରକ୍ଷା ଉପରେ ଗୁରୁତ୍ବ ଦିଆଯିବ । କେବଳ ବଗି ଦ୍ବାର ନିକଟରେ ସିସିଟିଭି ଲାଗିବ । ଏହା ଦ୍ବାରା ଦୁର୍ବୃତ୍ତ ଓ ସଙ୍ଗଠିତ ଅପରାଧୀଙ୍କଠାରୁ ଯାତ୍ରୀଙ୍କୁ ସୁରକ୍ଷା ମିଳିବ ।

tren
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+