ଶକ୍ତିଶାଳୀ ହେଉଛି ନୌସେନା , ଶତ୍ରୁକୁ ମାତ୍ ଦେବ ତାରାଗିରି ଯୁଦ୍ଧ ଜାହାଜ
ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ନିଜକୁ ପ୍ରସ୍ତୁତ କରୁଛି ନୌସେନା । ସ୍ବଦେଶୀ ଆଇଏନଏସ ବିକ୍ରାନ୍ତ ପରେ ପ୍ରଥମ ବର୍ତ୍ତମାନ ନୌସେନାରେ ସାମିଲ ହୋଇଛି ତାରାଗିରି ।
ମୁମ୍ବାଇ: ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା । ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ନିଜକୁ ପ୍ରସ୍ତୁତ କରୁଛି ନୌସେନା । ସ୍ବଦେଶୀ ଆଇଏନଏସ ବିକ୍ରାନ୍ତ ପରେ ପ୍ରଥମ ବର୍ତ୍ତମାନ ନୌସେନାରେ ସାମିଲ ହୋଇଛି ତାରାଗିରି । ମାଜାଗାଓଁ ଡକି ସିପବିଲ୍ଡର୍ସ ଲିମିଟେଡ ଦ୍ବାରା ନିର୍ମାଣା କରାଯାଇ ମୁମ୍ବାଇରେ ଜଳାବତରଣ କରିଛି ଏହି ଯୁଦ୍ଧ ଜାହାଜ।

ଏହାପୂର୍ବରୁ ଭାରତୀୟ ନୌସେନାରେ 2019 ସେପ୍ଟେମ୍ବର 28 ତାରିଖରେ ନୀଳଗିରି ଯୁଦ୍ଧଜାହାଜ ଲଞ୍ଚ ହୋଇଥିଲା । 2024 ପ୍ରଥମ ସୁଦ୍ଧା ଏହାକୁ ଟ୍ରାଏଲ କରାଯିବ । ଦ୍ବିତୀୟ ଯୁଦ୍ଧଜାହାଜ ଉଦୟଗିରି ଚଳିତ ବର୍ଷ ମେ 17ରେ ଲଞ୍ଚ ହୋଇଥିଲା ।












Click it and Unblock the Notifications