ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ନୌସେନା , ସାମିଲ ହେବ ଏହିସବୁ ଯାହାଜ

ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ନୌସେନା। ସମୁ୍ଦ୍ରରେ ବଢିବାକୁ ଯାଉଛି ନୌବୀରଙ୍କ ବଳ । ପ୍ରଥମ ଥର ପାଇଁ ନୌସେନାରେ ଏକାସଙ୍ଗରେ ସାମିଲ ହେବାକୁ ଯାଉଛି ବୁଡାଜାହଜ, ଡେଷ୍ଟ୍ରୟର ଓ ମିସାଇଲ ଫ୍ରିଗେଟ୍ ।ଶତ୍ରୁକୁ ଚମକା ଦେବ ଭାରତୀୟ ନୌସେନା ।

INDIAN NAVY

ଭାରତୀୟ ନୌସେନାକୁ ପ୍ରେଜେକ୍ଟ ୭୫ ଶେଷ କାଲଭରି କ୍ଲାସର ବୁଡାଜାହଜ, ଆଇଏନଏସ ୱାଗସିର ସହ ପ୍ରୋଜେକ୍ଟ ୧୫ ର ଶେଷ ବିଧ୍ବଂସକ ଜାହଜ ଆଇଏନଏସ ସୁରଟ ଏବଂ ପ୍ରୋଜେକ୍ଟ ୧୭ ଏରେ ଏକ ନୀଳଗିରି କ୍ଲାସ ଜାହାଜ, ଆଇଏନଏସ ନୀଳଗିରି ଯୋଗାଇ ଦିଆଯିବ । ୨୦୨୫ ଜାନୁଆରୀରେ ମୁମ୍ବାଇରେ ଏହାକୁ ସାମିଲ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+