ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ନିଖୋଜ
ଭାରତୀୟ ସେନାର 'ଚିତା ହେଲିକପ୍ଟର'ଦୁର୍ଘଟଣାରଗ୍ରସ୍ତ ହୋଇଛି । ଅରୁଣାଚଳ ପ୍ରଦେଶର ମଣ୍ଡଳା ପାହାଡ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ୨ ପାଇଲଟ ନିଖୋଜ ଅଛନ୍ତି ।

ଅରୁଣାଚଳ ପ୍ରଦେଶ: ଭାରତୀୟ ସେନାର 'ଚିତା ହେଲିକପ୍ଟର'ଦୁର୍ଘଟଣାରଗ୍ରସ୍ତ ହୋଇଛି । ଅରୁଣାଚଳ ପ୍ରଦେଶର ମଣ୍ଡଳା ପାହାଡ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ୨ ପାଇଲଟ ନିଖୋଜ ଅଛନ୍ତି । ପାଇଲଟମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଛି । ଏହା ସେଙ୍ଗେରୁ ମିସାମାରି ଆଡକୁ ଉଡାଣ ଭରିଥିଲା । ଦୁର୍ଘଟଣା ସମୟରେ ହେଲିକପ୍ଟରରେ ପାଇଲଟ୍ ଏବଂ ସହ-ପାଇଲଟ୍ ଥିଲେ । ସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଆଜି ପ୍ରାୟ ସକାଳ ୯.୧୫ ବେଳେ ଏହି ଦୁର୍ଘଟଣା ଘଟିଛି । ୯ଟା ୧୫ରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଏହାର ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ସ୍ଥିତିରେ ଦୁର୍ଘଟଣା ଘଟିଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ବର୍ତ୍ତମାନ ପ୍ରଥମେ ଦୁଇ ପାଇଲଟଙ୍କୁ ଖୋଜି ଉଦ୍ଧାର କରିବା ପାଇଁ ପ୍ରାଥମିକତା ଦିଆଯାଇଛି ।
ଗତ ବର୍ଷ ମଧ୍ୟ ସେନାର 'ଚିତା ହେଲିକପ୍ଟ'ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା
ଏହାପୂର୍ବରୁ ୨୦୨୨ମସିହାରେ ମଧ୍ୟ ଭାରତୀୟ ସେନାର 'ଚିତା ହେଲିକପ୍ଟର' ତାୱାଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା ୫ ଅକ୍ଟୋବର ୨୦୨୨ଦିନ ପ୍ରାୟ ୧୦ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications