ଭାରତୀୟ ସେନାର ନୂଆ ଢାଲ ସାଜିବ ଭୈରବ ବାଟାଲିଅନ, ଖୁବ୍ ଶୀଘ୍ର ହେବ ପ୍ରସ୍ତୁତ ...
ଭାରତୀୟ ସେନାର ସ୍ୱତନ୍ତ୍ର ଭୈରବ ବାଟାଲିୟନ ନଭେମ୍ବର ୧ ସୁଦ୍ଧା ନିୟୋଜିତ ହେବ । ଏନେଇ ମହାନିର୍ଦ୍ଦେଶକ ଇନଫ୍ଲେଣ୍ଟ୍ରି ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର କହିଛନ୍ତି । ଭାରତୀୟ ସେନାର ଶକ୍ତିକୁ ଆହୁରି ଦୃଢ଼ କରିବା ପାଇଁ, ଆଗାମୀ ୬ ମାସ ମଧ୍ୟରେ ଏପରି ୨୫ଟି ବାଟାଲିୟନ ଗଠନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ପ୍ରତ୍ୟେକ ବାଟାଲିୟନରେ ସ୍ଥଳ ସେନା, ତୋପ, ସିଗନାଲ ଏବଂ ବାୟୁ ପ୍ରତିରକ୍ଷା ସମେତ ବିଭିନ୍ନ ଶାଖାର ୨୫୦ ଜଣ ସୈନିକ ରହିବେ ।

ଏହି ବାଟାଲିୟନଗୁଡ଼ିକ ସ୍ୱତନ୍ତ୍ର ବାହିନୀ ଏବଂ ନିୟମିତ ସ୍ଥଳ ସେନା ବାଟାଲିୟନ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏଗୁଡ଼ିକ ଭାରତର ଚୀନ ଏବଂ ପାକିସ୍ତାନ ସୀମାରେ ଦ୍ରୁତ ଏବଂ ଅପରେସନ ପାଇଁ ଶକ୍ତି ଯୋଗାଇବ । ମହାନିର୍ଦ୍ଦେଶକ ଭୈରବ ବାଟାଲିୟନର ଭୂମିକା ଏବଂ ଏହାର ଆବଶ୍ୟକତା ବିଷୟରେ ବ୍ୟାଖ୍ୟା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସେନା ଏହାର ସ୍ଥଳ ସେନା ବାଟାଲିୟନ ମଧ୍ୟରେ ଆଶ୍ନି ପ୍ଲାଟୁନ୍ ବି ଗଠନ କରୁଛି । ଏଗୁଡ଼ିକ ଡ୍ରୋନ୍ ଅପରେସନରେ ସହାୟକ ହେବ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications