ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଯୁଦ୍ଧ ବିମାନ, ଶତ୍ରୁ ପାଇଁ....
ଆତ୍ମନିର୍ଭର ହେଉଛି ଦେଶର ସେନା । ଆଜି ସାମିଲ ହୋଇଛି ସ୍ୱଦେଶୀ ଫାଇଟର ଜେଟ୍ । ମହାରାଷ୍ଟ୍ର ନାସିକରେ ଯୁଦ୍ଧ ବିମାନ ତେଜସ୍ ମାର୍କ୍-୧ଏ ର ଆଜି ପ୍ରଥମ ଉଡ଼ାଣ । ଭାରତର ସ୍ୱଦେଶୀ ଶକ୍ତିରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ହିନ୍ଦୁସ୍ତାନ୍ ଏରୋନେଟିକ୍ସ୍ ଲିମିଟେଡ୍ (ହାଲ୍) ଦ୍ୱାରା ନିର୍ମିତ ତେଜସ୍ ମାର୍କ୍-୧ଏ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲ୍ସିଏ) ଭରିଛି ଆଜି ପ୍ରଥମ ଉଡ଼ାଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହି ଏଚ୍ଏଏଲ୍ର ତୃତୀୟ ବ୍ୟାଚ୍କୁ ଉଦ୍ଘାଟନ କରିଛନ୍ତି । ଏହି ଉଡ଼ାଣ ଭାରତୀୟ ବାୟୁସେନାର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାର ଏକ ମାଇଲଷ୍ଟୋନ ।

ତେଜସ୍ Mk1Aର ବିଶେଷତ୍ବ
ତେଜସ୍ Mk1A ଏକ ୪.୫-ପିଢ଼ିର ବହୁ-ଭୂମିକା ଥିବା ଯୁଦ୍ଧ ବିମାନ, ଯାହା ବାୟୁରେ ରହି ଦେଶକୁ ସୁରକ୍ଷା ଦେବା ସହ ଭୂମି ଉପରେ ମଧ୍ୟ ଆକ୍ରମଣ କରିପାରିବ। ଭାରତୀୟ ବାୟୁସେନା ପାଖରେ ପୂର୍ବରୁ ତେଜସ୍ ବିମାନ ଅଛି, କିନ୍ତୁ ତେଜସ୍ Mk1A ଏକ ଉନ୍ନତ ସଂସ୍କରଣ ଯେଉଁଥିରେ ଅନେକ ନୂତନ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି।
ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ (HAL)ର ନାସିକ୍ ଠାରେ ଥିବା କାରଖାନାରେ ଏହା ନିର୍ମିତ ହୋଇଛି । ଭାରତୀୟ ବାୟୁସେନାକୁ ପ୍ରାରମ୍ଭିକ ଭାବେ ଦୁଇଟି ବିମାନ ଆନୁଷ୍ଠାନିକ ହସ୍ତାନ୍ତର କରିଛି ହାଲ୍ । ତେଜସ୍ ମାର୍କ-୧ ଏ ହେଉଛି ଏକ ଉନ୍ନତ ୪.୫-ଜେନେରେସନ୍ ହାଲୁକା ଲଢୁଆ ବିମାନ । ଏଥିରେ ମାର୍କ-୧ ତୁଳନାରେ ଅଧିକ ଉନ୍ନତ ଏଭିଓନିକ୍ସ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ସୁଇଟ୍ ଏବଂ ଆଷ୍ଟ୍ରା ବିୟଣ୍ଡ-ଭିଜୁଆଲ-ରେଞ୍ଜ୍ କ୍ଷେପଣାସ୍ତ୍ର ଭଳି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସହିତ ଏହା ସୁସଜ୍ଜିତ । ତେଜସ୍ Mk1A ଏକ ୪.୫-ପିଢ଼ିର ବହୁ-ଭୂମିକା ଥିବା ଯୁଦ୍ଧ ବିମାନ । ଯାହା ବାୟୁରେ ରହି ଦେଶକୁ ସୁରକ୍ଷା ଦେବା ସହ ଭୂମି ଉପରେ ମଧ୍ୟ ଆକ୍ରମଣ କରିପାରିବ । ଭାରତୀୟ ବାୟୁସେନା ପାଖରେ ପୂର୍ବରୁ ତେଜସ୍ ବିମାନ ଅଛି, କିନ୍ତୁ ତେଜସ୍ Mk1A ଏକ ଉନ୍ନତ ସଂସ୍କରଣ ଯେଉଁଥିରେ ଅନେକ ନୂତନ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications