ପରମାଣୁ ବ୍ଲାକମେଲିଂକୁ ଖାତିର କରିବୁ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ଗତିବିଧି ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରି କଡ଼ା ବାର୍ତା ଦେଇଛନ୍ତି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଆତଙ୍କବାଦ ଏବଂ ଆଲୋଚନା ଏକାଠି ଚ, ଆତଙ୍କବାଦ ଏବଂ ବାଣିଜ୍ୟ ଏକାଠି ଚାଲିପାରିବ ନାହିଁ। ପାଣି ଏବଂ ରକ୍ତ ମଧ୍ୟ ଏକାଠି ବହିପାରିବ ନାହିଁ।" ସେ ଆହୁରି ଜୋର ଦେଇ କହିଛନ୍ତି, "କୌଣସି ପରମାଣୁ ବ୍ଲାକମେଲ୍ ଭାରତ ସହ୍ୟ କରିବ ନାହିଁ। ଆତଙ୍କୀ ଆକ୍ରମଣର ଜବାବ ଭାରତ ନିଜ ସର୍ତ୍ତରେ ଦେବ ଏବଂ ଏହା ନିଶ୍ଚିତ ରୂପେ ସଠିକ୍ ଓ ନିର୍ଣ୍ଣାୟକ ହେବ।"

India won t tolerate any nuclear blackmail PM Modi
ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଆତଙ୍କବାଦକୁ ପୃଷ୍ଠପୋଷଣ କରୁଥିବା ସରକାର ଏବଂ ଆତଙ୍କୀ ସଂଗଠନମାନଙ୍କୁ ଭାରତ ଅଲଗା ଭାବେ ବିଚାର କରିବ ନାହିଁ। "ଆତଙ୍କୀ ଠିକଣାଗୁଡ଼ିକ ଉପରେ ଭାରତ ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ," ବୋଲି ସେ ଘୋଷଣା କରିଛନ୍ତି। ଏହା ସହ ସେ ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାରର ଧମକକୁ "ବ୍ଲାକମେଲ୍" ବୋଲି ଅଭିହିତ କରି ଏହାକୁ ପୂର୍ଣ୍ଣତଃ ଅଗ୍ରାହ୍ୟ କରିଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+