Get Updates
Get notified of breaking news, exclusive insights, and must-see stories!

Asian Games 2023: ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ

India Wins Gold in Asian Games Archery: ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ମହିଳା ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ । ଜ୍ୟୋତି, ଅଦିତି ଓ ପରନୀତ କୌର ଆଣିଲେ ସଫଳତା । ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣରେ ଭାରତ ନିଜର ଆଧିପତ୍ୟ ବଜାୟ ରଖିଛି । ଏହା ପୂର୍ବରୁ ମଧ୍ୟ ତୀରନ୍ଦାଜିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସୂର୍ଣ୍ଣ ପଦକ ଜିତିଥିବା ବେଳେ ୪୪୦୦ ରିଲେରେ ପୁରୁଷ ଦଳ ମଧ୍ୟ ଭାରତ ପାଇଁ ସୁନା ଜିତିଥିଲା ।

ଏସୀୟ କ୍ରୀଡ଼ାରେ ମହିଳା ଦଳ ଉପରେ ମଧ୍ୟ ସମସ୍ତଙ୍କ ଆଶା ରହିଛି । ସେମିଫାଇନାଲରେ ଭାରତ-ଚୀନ ହେବେ ମୁହାଁମୁହିଁ । ଭାରତ ଏପର୍ଯ୍ୟନ୍ତ ୧୯ ସୂର୍ଣ୍ଣ, ୩୧ ରୌପ୍ୟ ଏବଂ କାଂସ୍ୟ ସହ ମୋଟ୍ ୮୨ଟି ପଦକ ନିଜ ଖାତାକୁ ଆଣିସାରିଛି ।

Asian Games 2023

ସୂଚନାଥାଉ ଯେ, ଓଡିଆ ପୁଣି କିଶୋର ଜେନା ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ସହ ଦୃଢ ପ୍ରତିଯୋଗିତା କରିଥିଲେ । ଏକ ସମୟରେ ନୀରଜ ଚୋପ୍ରା ଜେନା କିଶୋରଙ୍କଠାରୁ ପଛରେ ଥିଲେ । କିନ୍ତୁ ଏହା ପରେ ନୀରଜ ଚୋପ୍ରା ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ୪ର୍ଥ ଥ୍ରୋରେ କିଶୋର 87.54 ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ । ଏଥି ସହିତ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଯେତେବେଳେ କି ଜାଭେଲିନ୍ ଥ୍ରୋରେ ଭାରତୀୟ କିମ୍ବଦନ୍ତୀ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+