'ସମଗ୍ର ଦେଶକୁ ଖୁବ୍‍ଶୀଘ୍ର ନକ୍ସଲମୁକ୍ତ କରାଯିବ'

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି, ଆଜି ସି.ଆର୍‍.ପି.ଏଫ୍‍.ର କୋବ୍ରା ବାଟାଲିୟନ୍‍ ଓ ଝାଡ଼ଖଣ୍ଡ ପୁଲିସ ମିଳିତ ଭାବେ ହଜାରିବାଗ୍‍ଠାରେ ନକ୍ସଲ୍‍ ବିରୋଦୀ ଅପରେସନ୍‍ରେ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଏହି ଅପରେସନ୍‍ରେ କୁଖ୍ୟାତ ନକ୍ସଲ୍‍ କମାଣ୍ଡର ସହଦେବ ସୋରେନ୍‍ ନିହତ ହୋଇଛି ।

amit shah

ସହଦେବ ଲାଗି ୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏଥିସହିତ ଅନ୍ୟ ଦୁଇ ସହଯୋଗୀ ରଘୁନାଥ ହେମ୍ବ୍ରମ୍‍ ଓ ବୀରସେନ୍‍ ଗାଞ୍ଝୁ, ଯାହାଙ୍କ ନାମରେ ମଧ୍ୟ ଆର୍ଥିକ ପୁରସ୍କାର ରାଶି ଘୋଷଣା କରାଯାଇଥିଲା, ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି । ଉତ୍ତର ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳରୁ ନକ୍ସଲବାଦ ସମ୍ପୂର୍ଣ୍ଣରୂପେ ଶେଷ ହୋଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିବା ସହିତ ସମଗ୍ର ଦେଶକୁ ଖୁବ୍‍ଶୀଘ୍ର ନକ୍ସଲ ସମସ୍ୟାରୁ ମୁକ୍ତ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+