ଭାରତକୁ ମିଳିବ ବଡ ସଫଳତା, ଭାରତ ଫେରିବ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହୱର ରାଣାର

ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ। ତହବୁର ରାଣାକୁ ଭାରତ ଅଣାଯିବ। ତାକୁ ଆଣିବାର ରାସ୍ତା ପରିଷ୍କାର ହୋଇଛି। ଭାରତ ଫେରିବା ଉପରେ ରୋକ ଲଗାଇବା ପାଇଁ ତହବୁର ରାଣା ପକ୍ଷରୁ ଦାୟର ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯାହା ଫଳରେ ତହବୁରର ଭାରତ ପ୍ରତ୍ୟାର୍ପଣ ନିଶ୍ଚିତ ହୋଇଯାଇଛି।

Tahawar Rana

ଆବେଦନରେ ତହବୁର କହିଥିଲା କି ତାର ପ୍ରତ୍ୟାର୍ପଣ ଉପରେ ତୁରନ୍ତ ରହିତାଦେଶ ଲଗାଯାଉ। ଏହାସହ ସେ ଲେଖିଥିଲା ଯେ, ଯଦି ତାକୁ ଭାରତ ପଠାଇ ଦିଆଯିବ ତେବେ ଭାରତରେ ତାକୁ ପ୍ରତାରିତ କରାଯିବ। ଫଳରେ ଭାରତରେ ସେ ଅଧିକ ଦିନ ବଞ୍ଚିପାରିବ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରିଥିଲା।

ତେବେ ପାକିସ୍ତାନୀ ବଂଶୋଦ୍ଭବ ୬୪ ବର୍ଷୀୟ ତହବୁର ରାଣାର ଆବେଦନ ଖାରଜ ହୋଇଛି। ତହବୁର ରାଣା ପାକିସ୍ତାନର ମୂଳ ବାସିନ୍ଦା। କିନ୍ତୁ ସେ କାନାଡାର ନାଗରିକତା ପାଇଛି। ଏବେ ସେ ଲସ୍ ଏଞ୍ଜେଲସର ଏକ ଜେଲରେ ବନ୍ଦୀ ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+