Get Updates
Get notified of breaking news, exclusive insights, and must-see stories!

'ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା କୃଷି ଏବଂ କୃଷକଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛି '

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ଉପରେ କଂଗ୍ରେସ ସମାଲୋଚନାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଏଥିରେ ପ୍ରମୁଖ କୃଷି ଉତ୍ପାଦଗୁଡ଼ିକୁ ଚୁକ୍ତିନାମାରୁ ବାଦ୍‍ ଦିଆଯାଇଛି । ଏହି ଚୁକ୍ତିନାମା କୃଷି ଏବଂ କୃଷକଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛି ବୋଲି ଶ୍ରୀ ଚୌହାନ୍‍ କହିଛନ୍ତି ।

shivraj singh

ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷକଙ୍କପାଇଁ କ୍ଷତିକାରକ କୌଣସି ଉତ୍ପାଦ ଅନ୍ତର୍ଭୁକ୍ତ ହୋଇ ନାହିଁ । ଭାରତ ଜେନେଟିକାଲ୍‍ ପରିବର୍ତ୍ତିତ ଉତ୍ପାଦଗୁଡ଼ିକୁ ଅନୁମତି ଦିଆଯାଇ ନାହିଁ । ମାଂସ, କ୍ଷୀର, ଶସ୍ୟ, ତୈଳବୀଜ, ଫଳ, ପନିପରିବ, ମସଲା ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସମେତ ବିଭିନ୍ନ ପ୍ରକାରର କୃଷି ସାମଗ୍ରୀ ଉପରେ ଶୁଳ୍କରେ କୌଣସି ରିହାତି ଦିଆଯାଇ ନାହିଁ । ମୋଦି ସରକାରଙ୍କ ଅଧୀନରେ ଭାରତ ବିଶ୍ୱର ବୃହତ୍‍ ତୃତୀୟ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+