ମଧ୍ୟପ୍ରାଚ୍ୟ ଯୁଦ୍ଧ; ଭାରତୀୟ ନାଗରିକମାନଙ୍କୁ ପାଇଁ ହେଲ୍ପଲାଇନ ନମ୍ବର ଜାରି
ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ଜାରି କରିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର ହେବା ସହିତ ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି ।
ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ (MEA) ବୁଧବାର ସ୍ପେଶାଲ କଣ୍ଟ୍ରୋଲ ରୁମ୍ କରିଛି । ଏହି କଣ୍ଟ୍ରୋଲ ରୁମ୍ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଏହାର ମୂଳ ଲକ୍ଷ୍ୟ । ପ୍ରଭାବିତ ଲୋକ ଏହି କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗ କରିପାରିବେ ।
୧୮୦୦୧୧୮୭୯୭
+୯୧ ୧୧ ୨୩୦୧ ୨୧୧୩
+୯୧ ୧୧ ୨୩୦୧ ୪୧୦୪
+୯୧ ୧୧ ୨୩୦୧ ୭୯୦୫
ଭାରତୀୟ ଦୂତାବାସଗୁଡ଼ିକର ଜରୁରୀକାଳୀନ ଯୋଗାଯୋଗ ନମ୍ବର :

ବାହାରିନ: +୯୭୩ ୩୯୪୧୮୦୭୧
ଇରାନ: +୯୮ ୯୧୨୮୧୦୯୧୧୫ / +୯୮ ୯୧୨୮୧୦୯୧୦ / +୯୮ ୯୧୨୮୧୦୯୧୦ / +୯୮ ୯୩୨୧୭୯୩୫୯
ଇରାକ: +୯୬୪ ୭୭୧ ୬୫୧ ୧୧୮୫ / +୯୬୪ ୭୭୦୪୪୪ ୪୮୯୯
ଇସ୍ରାଏଲ୍: +୯୭୨ ୫୪ ୭୫୨୦୭୧୧ / +୯୭୨ ୫୪ ୨୪୨୮୩୭୮
ଜୋର୍ଡାନ: +୯୬୨ ୭୭୦ ୪୨୨ ୨୭୬
କୁଏତ: +୯୬୫ ୬୫୫୦୧୯୪୬
ଲେବାନନ୍: +୯୬୧ ୭୬୮୬୦୧୨୮
ଓମାନ: + ୯୬୮୯୮୨୮୨୨୭୦
କାତାର: +୯୭୪ ୫୫୬୪୭୫୦୨
ରାମାଲ୍ଲା, ପାଲେଷ୍ଟାଇନ: +୯୭୦ ୫୯୨୯୧୬୪୧୮
ସାଉଦି ଆରବ (ରିୟାଦ): +୯୬୬୧୧୪୮୮୪୬୯୭
ୟୁଏଇ: +୯୭୧ ୫୪୩୦୯୦୫୭୧ (ହ୍ୱାଟ୍ସଆପ୍) / ୮୦୦ ୪୬୩୪୨
ଫେବୃଆରୀ ୨୮ ତାରିଖରେ ସଂଘର୍ଷ ଆରମ୍ଭ ହୋଇଥିଲା । ଆମେରିକା ଏବଂ ଇସ୍ରାଏଲ ଇରାନରେ ଏକ ସିରିଜ ଆକ୍ରମଣ କରିଥିଲେ, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏବଂ ଅନ୍ୟ ଅନେକ ବରିଷ୍ଠ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା । ସେବେଠାରୁ ସମଗ୍ର ଅଞ୍ଚଳରେ ଆକ୍ରମଣ ଏବଂ ପ୍ରତି-ଆକ୍ରମଣ ତୀବ୍ର ହେଉଛି ।
-
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି....












Click it and Unblock the Notifications