କାନାଡାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ , ହିଂସା ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କ ଉପରେ...

ନୂଆଦିଲ୍ଲୀ: ଲାଓସ୍ ପିପୁଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍‌ର ଭିଏଣ୍ଟିଆନେଠାରେ ନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କାନାଡା ପ୍ରତିପକ୍ଷ ଜଷ୍ଟିନ ଟୁଡୁଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ କୌଣସି । ବିଶେଷ ଆଲୋଚନା ହୋଇ ଇନଥିବା ଜଣାପଡ଼ିଛି ।

କାନାଡାରେ ଖଲିସ୍ତାନ କାର୍ଯ୍ୟକଳାପକୁ ନେଇ ଭାରତ ଚିନ୍ତା ପ୍ରକଟ କରିବା ସହ ହିଂସା, ଉଗ୍ରବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି । ଭାରତ କାନାଡା ସହ ନିଜର ସଂପର୍କକୁ ଗୁରୁତ୍ୱ ଦେଉଥିବା ବେଳେ କାନାଡା ସର ରକାର ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିବିଶେଷ ଏବଂ ଗୋଷ୍ଠ ଗାଷ୍ଠୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଲେ ସଂପର୍କରେ ସୁଧାର ଆସିପାରିବ ।

pm modi amp amp Justin Trudeau

ଭାରତ ବିରୋଧୀ କାର୍ଯ୍ୟକଳାପ ଉଭୟ ଦେଶରେ ଘୃଣା, ଅପପ୍ରଚାର ଏବଂ ସାଂପ୍ରଦାୟିକ ବିଭେଦକୁ ପ୍ରୋତ୍ସାହନ ପ୍ରଦାନ କରୁଛି ବୋଲି ସୂତ୍ରରୁ ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+