Get Updates
Get notified of breaking news, exclusive insights, and must-see stories!

ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ

ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ 'IRIS Dena' ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ 'IRIS Lavan' ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ ଫେବୃଆରୀ ୨୮ ତାରିଖରେ ଅନୁରୋଧ କରାଯାଇଥିଲା । ​ଭାରତ ସରକାର ମାର୍ଚ୍ଚ ୧ ତାରିଖରେ ଏହି ଅନୁମତି ପ୍ରଦାନ କରିଥିଲେ। ​ମାର୍ଚ୍ଚ ୪ ତାରିଖରେ ଇରାନର ଏହି ଜାହାଜ କେରଳର କୋଚି ବନ୍ଦରରେ ପହଞ୍ଚିଛି । ​ଜାହାଜରେ ଥିବା ୧୮୩ ଜଣ କ୍ରୁ ସଦସ୍ୟଙ୍କୁ ବର୍ତ୍ତମାନ ଭାରତୀୟ ନୌସେନାର ସ୍ୱତନ୍ତ୍ର ସୁବିଧାରେ ରଖାଯାଇଛି । ଭାରତରେ ପହଞ୍ଚିଲା ଇରାନର ଯୁଦ୍ଧ ଜାହାଜ! କୋଚି ବନ୍ଦରରେ ଲାଗିଲା 'IRIS Lavan'। ୧୮୩ କ୍ରୁ ସଦସ୍ୟଙ୍କୁ ମିଳିଛି ଆଶ୍ରୟ ।

India provides
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+