India-Pakistan High Alert: ଭାରତରେ ହାଇଆଲର୍ଟ; ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି
ଅପରେସନ ସିନ୍ଦୂର ପରେ ଭାରତରେ ହାଇଆଲର୍ଟ ଜାରି କରାଯାଇଛି । ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି କରାଯାଇଛି ।
ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି। ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି କୁହାଯାଇଛି। ଆରବ ସାଗରରେ ଭାରତର ଯୁଦ୍ଧ ଜାହାଜ ମୁତୟନ ହୋଇଛି।

ସେହିଭଳି କୌଣସି ଭାରତ ବିରୋଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉପରେ ମଧ୍ୟ ନିଘା ରଖିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି SDRF, ସିଭିଲ ଡିଫେନ୍ସ, ହୋମଗାର୍ଡ ଏବଂ ଏନସିସିକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ।












Click it and Unblock the Notifications