ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଆଲୋଚନା; ସ୍ୱାକ୍ଷରିତ ହେଲା ୮ଟି ବୁଝାମଣାପତ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ' ଦୁଇ ଦିନିଆ ସରକାରୀ ଗ ଅବସରରେ ମରିସସ୍ ପ୍ରତିପକ୍ଷ ନବୀନ ରାମଗୁଲାମଙ୍କ ସହ ପ୍ରତିନିଧୁ ସ୍ତରୀୟ ଆଲୋଚନା କରିଛନ୍ତି । ଏହି ବୈଠକରେ ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା, କ୍ରେଡିଟ୍ ଫେସିଲିଟି ଚୁକ୍ତିନାମା, କୂଟନୀତିଜ୍ଞଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଜାହାଜ ଚଳାଚଳ ସଂକ୍ରାନ୍ତ ସୂଚନା ଆଦାନ ପ୍ରଦାନ, ଆର୍ଥିକ ଅପରାଧର ମୁକାବିଲା, ଏମ.ଏସ.ଏମ.ଇ କ୍ଷେତ୍ରରେ ସହଯୋଗ, ସୁଶାସନ ପାଇଁ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଆଦି ୮ଟି ବୁଝାମଣାପତ୍ର ଓ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଉଭୟ ପ୍ରଧାନମନ୍ତ୍ରୀ ଇ-ଲଣ୍ଡ ଏରିଆ ହେଲ୍ଥ ସେଣ୍ଟର ଏବଂ ୨୦ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି।












Click it and Unblock the Notifications