କାର୍ଯ୍ୟାନୁଷ୍ଠାନ ବାବଦରେ ବିଶ୍ୱକୁ ଅବଗତ କଲା ଭାରତ; ୧୫ରୁ ଅଧିକ ବୈଠକ କଲେଣି NSA ଅଜିତ ଡୋଭାଲ୍
ଭାରତର ହମଲା ପରେ ପାକିସ୍ତାନରେ ହଲଚଲ । ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସୀ ଘୋଷଣା। ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡ଼ାଣ ବନ୍ଦ। କାର୍ଯ୍ୟାନୁଷ୍ଠାନ ବାବଦରେ ବିଶ୍ୱକୁ ଅବଗତ କଲା ଭାରତ । ଆମେରିକା, ବ୍ରିଟେନ୍, ରୁଷକୁ ଜଣାଇଲେ ଭାରତ । ସାଉଦି ଆରବକୁ ଅବଗତ କଲା ଭାରତ । ଆମେରିକାକୁ ଜଣାଇଲେ NSA ଅଜିତ ଡୋଭାଲ୍ । ୧୫ରୁ ଅଧିକ ବୈଠକ କଲେଣି NSA ଅଜିତ ଡୋଭାଲ୍ ।













Click it and Unblock the Notifications