୯ଟି ଆତଙ୍କୀ ଆଡ୍ଡା ସ୍ଥଳରେ ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କଲୁ: ରାଜନାଥ ସିଂ
ସଂସଦରେ ଅପରେସନ ସିନ୍ଦୂର ଡିବେଟ ଆରମ୍ଭା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ । ଭାରତୀୟ ସେନା କିପରି ଭାବେ ଅପରେସନ ସିନ୍ଦୂର ପରିଚାଳନା କଲେ ଜଣାଇଲେ । ଆତଙ୍କବାଦୀଙ୍କୁ କିପରି ସେମାନଙ୍କ ଘରେ ପଶି ମାରିଲେ ଅବଗତ କଲେ । ପାକିସ୍ତାନ ମାଟିରେ ଆତଙ୍କୀ ଦମନ ନେଇ ବିସ୍ତୃତ ତଥ୍ୟ ରଖିଲେ ।

ଅପରେସନ ସିନ୍ଦୂରରେ ଆତଙ୍କୀଙ୍କ ଘରେ ପଶି ମାରିଲୁ । ପହଲଗାମ ଆକ୍ରମଣ ପରେ ଆମ ସେନା ଆଗକୁ ଆସିଲା । ପିଓକେ ଓ ପାକିସ୍ତାନରେ ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କଲୁ । ୯ଟି ଆତଙ୍କୀ ଆଡ୍ଡା ସ୍ଥଳରେ ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କଲୁ ।
More From
-
UGCର ନୂଆ ନିୟମକୁ ନେଇ ବଢୁଛି ବିବାଦ ? -
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ, ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି -
ଲକ୍ଷ ୬୦ ହଜାର ଟପିଲା ସୁନା ଦର। -
ଭୟଙ୍କର ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୮ ଜଣ -
ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, ଜାଣନ୍ତୁ କେତେ ଥିଲା କେତେ ହେଲା ? -
ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ, ଓଡ଼ିଆ ଲୋକଙ୍କ ପାଇଁ କାମ କରିବ, ମୋକିମ -
ଆଜି ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା -
ମୋହସିନ ନକଭିଙ୍କୁ ଜଣାନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାମ! -
ଟି - ୨୦ ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ନେଇ ସସ୍ପେନ୍ସ ଜାରି, ସୋମବାର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବ ପାକିସ୍ତାନ -
ବରେଲି ସିଟି ମାଜିଷ୍ଟ୍ରେଟଙ୍କୁ ନିଲମ୍ୱନ କଲେ ୟୁପି ସରକାର -
ଅପରେସନ ସିନ୍ଦୂର ନେଇ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତର ତୀବ୍ର ବିରୋଧ -
ପୁଣି ଦଳୀୟ ବୈଠକକୁ ଆସିଲେନି ଶଶି ଥରୁର












Click it and Unblock the Notifications