ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରରେ ଭାରତ ମୁଖ୍ୟ ସ୍ରୋତ ଭାବେ ହେଲା ଉଭା

ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରରେ ଭାରତ ମୁଖ୍ୟ ସ୍ରୋତ ଭାବେ ଉଭା ହୋଇଛି । ଗତ ଅକ୍ଟୋବର ମାସରେ ୩୬ ହଜାର ୪୧୭ ଜଣ ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ସେହି ମାସରେ ମୋଟ୍ ୧ ଲକ୍ଷ ୩୫ ହଜାର ପର୍ଯ୍ୟଟକଙ୍କ ମଧ୍ୟରୁ ୨୭ ପ୍ରତିଶତ ଭାରତୀୟ ହୋଇଥିବା ଜଣାପଡ଼ିଛି ।

ଚଳିତବର୍ଷ ଅକ୍ଟୋବର ସୁଦ୍ଧା ୩ ଲକ୍ଷ ୨୩ ହଜାରରୁ ଅଧିକ ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଛନ୍ତି, ଯାହା ଗତବର୍ଷ ଠାରୁ ଅଧିକ । ଗତବର୍ଷ ଭାରତରୁ ୩ ଲକ୍ଷ ୩ ହଜାର ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଥିଲେ । ଶ୍ରୀଲଙ୍କା ପର୍ଯ୍ୟଟନ ବିକାଶ ପ୍ରାଧିକରଣ ସୂଚନା ଅନୁଯାୟୀ ଚଳିତବର୍ଷ ଶ୍ରୀଲଙ୍କାକୁ ୧ କୋଟି ୬୦ଲକ୍ଷ ପର୍ଯ୍ୟଟକ ଆସିଛନ୍ତି ।

Sri Lanka s tourism

ଗତବର୍ଷ ୧ କୋଟି ୪୮ ଲକ୍ଷ ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଥିଲେ । ଆସନ୍ତାବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୨ କୋଟି ୯୦ ଲକ୍ଷରେ ପହଞ୍ଚବ ବୋଲି ଆକଳନ କରାଯାଇଛି । ବିଶେଷକରି ଜାପ୍‌ନାରୁ ଭାରତକୁ ବିମାନ ଚଳାଚଳ ବ୍ୟବସ୍ଥାରେ ଅଧିକ ପ୍ରୋସାହନ ଦିଆଯିବା ପରେ ଶ୍ରୀଲଙ୍କାରେ ପର୍ଯ୍ୟଟନ ଶିଳ୍ପ ଅଗ୍ରଗତି କରୁଛି ବୋଲି ପ୍ରାଧିକରଣ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+