ଜି-୨୦ ସମ୍ମିଳନୀର ପରବର୍ତ୍ତୀ ଅଧ୍ୟକ୍ଷତା କରିବ ବ୍ରାଜିଲ
ଜି-୨୦ ସମ୍ମିଳନୀର ପରବର୍ତ୍ତୀ ଅଧ୍ୟକ୍ଷତା କରିବ ବ୍ରାଜିଲ । ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ । ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ମୋଦି ।
ନଭେମ୍ବରରେ ଭର୍ଚ୍ଚୁଆଲ ବୈଠକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବୈଷୟିକ ବିଚାର ଉପରେ ଆଲୋଚନା ହେବା ଜରୁରି ବୋଲି ମୋଦୀ କହିଛନ୍ତି । ସମଗ୍ର ବିଶ୍ୱରେ ଶାନ୍ତି ରହିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି ।
ଜି-୨୦ ସମ୍ମିଳନୀକୁ ସମାପନ କରିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଗାମୀ ଜି-୨୦ ବ୍ରାଜିଲରେ ହେବ । ତେଣୁ ଜି-୨୦ ର ଅଧ୍ୟକ୍ଷତା ବ୍ରାଜିଲ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିଲେ ପ୍ରଧାନମନ୍ତ୍ରୀ ମୋଦୀ । ଶ୍ୱସ୍ତି ଆସ୍ତୁ ବିଶ୍ଵା ଥମ୍ ର ଆବଶ୍ୟକତା ରହିଛି ବୋଲି କହିଲେ ମୋଦୀ ।
ଏହା ସହ ନଭେମ୍ବରରେ ଭର୍ଚ୍ଚୁଆଲ୍ ବୈଠକ କରିବା ପାଇଁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଷୟିକ ପରାମର୍ଶ ଉପରେ ଆଲୋଚନା ହେବା ଜରୁରୀ ବୋଲି ସେ କହିଛନ୍ତି ।

ସାରା ଜଗତରେ ଶାନ୍ତି ଏବଂ ଆଶା ସଂଚାର ହେବାର ଆବଶ୍ୟକ ରହିଛି । ଦିଲ୍ଲୀ ରେ ଜି-୨୦କୁ ନେଇ ଯେଉଁ ବିଷୟ ଗୁଡ଼ିକୁ ନିର୍ଦ୍ଧାରିତ କରାଯାଇଛି ତା ଉପରେ ଭର୍ଚୁଆଲ ବୈଠକରେ ସମୀକ୍ଷା ହେବାର ଆବଶ୍ୟକତା ରହିଛି ।
ଏହା ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ଧନ୍ୟବାଦ ଦେବା ସହ ଜି-୨୦ ବୈଠକକୁ ସମାପନ କଲେ ପ୍ରଧାନମନ୍ତ୍ରୀ । ବ୍ରାଜିଲରେ ୨୦୨୪ରୁ ଜୁଲାଇ ୧୨ ରୁ ୧୪ ଜି-୨୦ ବୈଠକ ହେବ ।












Click it and Unblock the Notifications