କପା ଉପରୁ ଆମଦାନୀ ଶୁଳ୍କ ଛାଡ଼ ସମୟସୀମା ବୃଦ୍ଧି କଲେ କେନ୍ଦ୍ର ସରକାର
କପା ଉପରୁ ଆମଦାନୀ ଶୁଳ୍କ ଛାଡ଼ ସମୟସୀମା ସରକାର ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଗତ ୧୯ ତାରିଖରୁ ଆସନ୍ତା ମାସ ୩୦ ତାରିଖ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଛାଡ଼ ନେଇ ସରକାର ଘୋଷଣା କରିଥିଲେ ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଭାରତୀୟ ବୟନ କ୍ଷେତ୍ରରେ କପାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।












Click it and Unblock the Notifications