ଫେବୃଆରୀ ୧୧ରୁ ନୂଆଦିଲ୍ଲୀର ଯଶୋଭୂମିଠାରେ ଆରମ୍ଭ ହେବ ଇଣ୍ଡିଆ ଏନର୍ଜି ୱିକ୍‍-୨୦୨୫

ଚଳିତ ବର୍ଷ ଫେବୃଆରୀ ୧୧ ତାରିଖରୁ ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ଏନର୍ଜି ସପ୍ତାହ-୨୦୨୫ ଅନୁଷ୍ଠିତ ହେବ। ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ ଶକ୍ତି ଇକୋସିଷ୍ଟମର ଶ୍ରେଷ୍ଠତାକୁ ଏକାଠି କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିବ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ପଙ୍କଜ ଜୈନ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୭୦୦ରୁ ଅଧିକ ପ୍ରଦର୍ଶକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରିବେ ଏବଂ ଶକ୍ତିର ଭବିଷ୍ୟତ ଗଠନ ପାଇଁ ସୁଯୋଗ ଖୋଜିବେ।

india energy week

ଏହି କାର୍ଯ୍ୟକ୍ରମରେ ୨୦ ଜଣ ବୈଦେଶିକ ମନ୍ତ୍ରୀ ଏବଂ କମ୍ପାନୀର ପ୍ରାୟ ୯୦ ଜଣ ସିଇଓ ଯୋଗଦେବେ ବୋଲି ସେ କହିଛନ୍ତି। ଶ୍ରୀ ଜୈନ କହିଛନ୍ତି, ଇଣ୍ଡିଆ ଏନର୍ଜି ୱିକ୍ ଭାରତ ତଥା ବିଦେଶର ଶିଳ୍ପନେତା, ନୀତି ନିର୍ଦ୍ଧାରକ, ଗବେଷକ ଏବଂ ଉଦ୍ଭାବକମାନଙ୍କୁ ଏକାଠି କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+