ନୀତୀଶଙ୍କୁ ଲାଗିଲା ବଡ଼ ଝଟକା, ଜେଡିୟୁ ପ୍ରାର୍ଥୀଙ୍କୁ ହରାଇଲେ ସ୍ୱାଧୀନ ପ୍ରାର୍ଥୀ
ଲୋକସଭା ନିର୍ବାଚନ ପରେ ୭ ରାଜ୍ୟରେ ୧୩ ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି । ଆଜି ଏହାର ଗଣତି ଚାଲିଛି । ୧୩ ବିଧାନସଭା ଆସନରୁ ଅଧିକାଂଶ ଆସନରେ ଆଗରେ ରହିଛି ଇଣ୍ଡିଆ ମେଂଟ । ୧୧ଟି ଆସନରୁ ୯ଟିରେ ଇଣ୍ଡିଆ ମେଂଟ ପ୍ରାର୍ଥୀ ଆଗରେ ରହିଛନ୍ତି । ଯାହା କେନ୍ଦ୍ରର ଶାସକ ଦଳ ବିଜେପି ପାଇଁ ଗୋଟିଏ ବଡ ଘାଟା । ଆଉ ଏହାରି ମଧ୍ୟରେ ବିହାର ପୁର୍ଣ୍ଣିମା ଜିଲାର ରୁପୈଲି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନ ଫଳ ସାମ୍ନାକୁ ଆସିଛି ।

ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂଙ୍କ ଉପରେ ଜନତା ଭରଷା କରିଛନ୍ତି । ଜେଡ଼ିୟୁ ପ୍ରାର୍ଥୀ କଳାଧର ମଣ୍ଡଳଙ୍କୁ ସେ ୮ ହଜାର ୨୧୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥି ସହିତ ସେ ୫ ଥରର ବିଧାୟକ ବୀମା ଭାରତୀଙ୍କୁ ମଧ୍ୟ ହରାଇଛନ୍ତି । ନୀତିଶ କୁମାରଙ୍କ ଆଶିର୍ବାଦରୁ ନିର୍ବାଚନ ଲଢ଼ୁଥିବା କଳାଧର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବୀମା ଭାରତୀ ତୃତୀୟ ସ୍ଥାନରେ ରହିଛନ୍ତି । ଶଙ୍କର ସିଂଙ୍କୁ ମୋଟ ୬୭,୭୭୯ ଖଣ୍ଡ ଭୋଟ ମିଳିଥିବା ବେଳେ କଳାଧରଙ୍କୁ ୫୯,୫୬୮ ଖଣ୍ଡ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଥିବା ବୀମା ଭାରତୀଙ୍କୁ ୩୦,୧୦୮ ଖଣ୍ଡ ଭୋଟ ମିଳିଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications