Union Budget 2024: ଫୋକସରେ ଗ୍ରାମାଞ୍ଚଳ, ୫ ବର୍ଷରେ ହେବ ଆଉ ୨ କୋଟି ପକ୍କା ଘର

Budget 2024: 1 ଫେବୃଆରୀରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ (ବଜେଟ୍ 2024) ଉପସ୍ଥାପିତ ହୋଇଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । କୋଭିଡ୍ ସତ୍ୱେ ପିଏମ୍ ଆବାସ ଗ୍ରାମୀଣ 3 କୋଟି ଗୃହ ନିର୍ମାଣ କରିଛି । ଏହି ବଜେଟରେ ମଧ୍ୟ ଫୋକସରେ ରହିଛି ଗ୍ରାମାଞ୍ଚଳ ଆଗାମୀ ୫ ବର୍ଷ ମଧ୍ୟ 2 କୋଟି ଗୃହ ନିର୍ମାଣ କରିବା ଲକ୍ଷ୍ୟ ରଖିଛି ସରକାର ।

Union Budget 2024

ସେହିପରି 1 କୋଟି ଘରକୁ ମିଳିବ ସୌରଶକ୍ତିରେ ମିଳିବ ବିଦ୍ୟୁତ, ମାସକୁ 300 ୟୁନିଟ ପହଞ୍ଚାଇବା ପାଇଁ ଯୋଜନା ରହିଛି । ରୁଫ୍ ଟପ୍ ସୋଲାର ସିଷ୍ଟମ ଜରିଆରା ବିଜୁଳି ଯୋଗାଣ କରାଯିବା ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ "1 କୋଟି ପରିବାର ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପାଇପାରିବେ ।"

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସ୍କିଲ ଇଣ୍ଡିଆ ମିଶନ 1.4 କୋଟି ଯୁବକଙ୍କୁ ତାଲିମ ଦେଇଛି ଏବଂ 54 ଲକ୍ଷ ଯୁବକଙ୍କୁ ତାଲିମ ଦେଇଛି ଏବଂ 3000 ନୂତନ ଆଇଟିଆଇ ପ୍ରତିଷ୍ଠା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+