ଉତ୍ତର ଭାରତରେ ବର୍ଷାର କରାଳ ରୂପ:ଗଲାଣି ଶତାଧିକ ଜୀବନ

ସାରା ଦେଶରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ । ହିମାଚଳପ୍ରଦେଶ, ଉତ୍ତରାଖଣ୍ତ, ଦିଲ୍ଲୀ, ପରି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ଭାରତରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ସେହିପରି ୧୩ ଜୁଲାଇ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଉତ୍ତରା ଖଣ୍ତ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

Uttarakhand

ସୂଚନା ଅନୁସାରେ, ଗଙ୍ଗା ସମେତ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବା ସହ ଉତ୍ତର ଭାରତରେ ପ୍ରବଳ ବର୍ଷା ହେତୁ ଶତାଧିକ ଲୋକଙ୍କର ମୃତ ଘଟିବା ସହ ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି ।

ସେହିପରି ପାଗ ଖରାପ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ କେଦାରନାଥ, ସୋନପ୍ରାୟାଗ ଏବଂ ଗୌରୀକୁଣ୍ତର ଯାତ୍ରା ବନ୍ଦ କରାଯାଇଛି । ସେହିପରି ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବା ପାଇଁ ବାରଣ କରାଯାଇଛି ।

ସେହିପରି ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ଏବଂ ସିକ୍ସିମ ଅରୁଣାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+