ଆଗାମୀ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ
ଭାରତୀୟ ପାଣିପାଗ ବିଭାଗ, ଆଇଏମଡି ଆଗାମୀ ୩ ଦିନ ପାଇଁ ଦିଲ୍ଲୀ, ହରିୟାଣା ଏବଂ ଚଣ୍ଡିଗଡ଼ର କିଛି ଅଂଶରେ ଶୀତ ଲହରୀ ପରିସ୍ଥିତି ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ କହିଛି, ହିମାଚଳ ପ୍ରଦେଶ, ଲଦାଖ ଏବଂ ଜାମ୍ମୁ କାଶ୍ମୀରରେ ଆସନ୍ତାକାଲି ପ୍ରବଳ ବର୍ଷା ହେବ। ପାଣିପାଗ ସଂସ୍ଥା ଆସନ୍ତାକାଲି ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ହିମାଚଳ ପ୍ରଦେଶରେ ଘନ କୁହୁଡ଼ି ପରିସ୍ଥିତି ପୂର୍ବାନୁମାନ କରିଛି।












Click it and Unblock the Notifications