ପ୍ରଧାନମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ବିବେକ କୁମାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ ଆଇଏଫଏସ ବିବେକ କୁମାର । 2004 ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ବିବେକ । ଏହା ପୂର୍ବରୁ ସେ 2013-14 ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ ଆଇଏଫଏସ ବିବେକ କୁମାର । 2004 ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ବିବେକ । ଏହା ପୂର୍ବରୁ ସେ 2013-14 ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ ।

46 ବର୍ଷୀୟ ବିବେକ କୁମାର ରାଜସ୍ଥାନର ଝୁନଝୁନୁ ଜିଲ୍ଲା ବସନ୍ତ ବିହାର କଲୋନୀ ନିବାସୀ । ବିବେକଙ୍କ ବାପା ରାଧାକିଶୋର ଜଣେ ଆରପିଏସ ଅଧିକାରୀ ଥିଲେ । 2004ରେ ବିବେକ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଥିଲେ । ନୂଆ ଦାୟିତ୍ବ ମିଳିବା ପରେ ପିଏମଓରେ ତାଙ୍କର ମୁଖ୍ୟ ଭୂମିକା ରହିବ ।












Click it and Unblock the Notifications